ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଗଂଜାମ ନେଲା ‘କୋଭାକ୍ସିନ୍‌’

0


ଭୁବନେଶ୍ୱର ପରେ ଗଂଜାମକୁ ଫୋକସ କଲେ ସରକାର

ଭୁବନେଶ୍ବର: ଭୁବନେଶ୍ୱରେ ପରେ ଏବେ ଗଂଜାମରେ କୋଭାକ୍ସିନ ଟିକା । ରାଜ୍ୟରେ କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଗଂଜାମରେ ମଧ୍ୟ ପୂର୍ବରୁ କୋଭିସିଲ୍ଡ ଦିଆଯାଉଥିଲା। ଆଜିଠୁ ଜିଲ୍ଲାରେ ଦିଆଯାଉଛି କୋଭିସିଲ୍‌ଡ ସହିତ କୋଭାକ୍ସିନ୍‌ ଟିକା ଦିଆଯିବ।

ଭୁବନେଶ୍ୱର ବ୍ୟାପକ ଟିକାକରଣ କିଛି ମାତ୍ରାରେ ଶେଷ ହୋଇଥିବା ବେଳେ କୋଭାକ୍ସିନ୍ରୁ‌ ପ୍ରଭାବକୁ ଗଂଜାମ ଜିଲ୍ଲାକୁ ଫୋକସ କରାଯାଇଛି । ପ୍ରଥମ ଡୋଜ ନେଇ ନଥିବା ବ୍ୟକ୍ତିଙ୍କୁ ଆଜିଠୁ ଗଂଜାମରେ କୋଭାକ୍ସିନ୍‌ ଦିଆଯାଉଛି। ଟିକାକରଣ ପାଇଁ ୧ ଲକ୍ଷ ୪୦ ହଜାର ଡୋଜ କୋଭାକ୍ସିନ୍‌ ଟିକା ଯାଇଛି ଗଂଜାମ।ତେବେ ଯେଉଁ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇସାରିଛନ୍ତି , ସେମାନେ ତାଙ୍କର ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇପାରିବେ। ମାସକୁ କେତେଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯିବ।

ଗଂଜାମରେ ମୋଟ ୨୬ ଲକ୍ଷ ୨୯ ହଜାର ୧୩୫ ଜଣଙ୍କୁ ଟିକା ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ୧୦ ଲକ୍ଷ ୪୪ ହଜାର ୮୯୭ ଲୋକ ଏଯାଏ ଟିକା ନେଇ ସାରିଲେଣି । ବାକି ୧୬ ଲକ୍ଷଙ୍କୁ ଟିକା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣ ପ୍ରକ୍ରିୟା ଜୋରଦାର ଆରମ୍ ହୋଇଛି ।

Leave A Reply

Your email address will not be published.