ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ
Browsing Tag

covid news odisha

ତୃତୀୟ ଲହର ପାଇଁ ଚେତାବନୀ ଦେଲେ ନବୀନ

ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍‌ଡାଉନ୍ ଫେରିବପର୍ବପର୍ବାଣୀ ସମୟରେ ଦାୟିତ୍ବପୂର୍ଣ୍ଣ ବ୍ୟବହାର ନିର୍ଣ୍ଣାୟକ ହେବଶିକ୍ଷାନୁଷ୍ଠାନକୁ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରକୁ ଜଗ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ
Read More...

ବିପଦ ଟଳିନି, ଭୁବନେଶ୍ବରକୁ ଛାଡିଦେଲେ!

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ କରିସାରିଲେଣି।କିନ୍ତୁ ଦୁଇଟି କଥା କରୋନା କ୍ଷେତ୍ରରେ ଚିନ୍ତାଜନକ ହୋଇଛି। ପ୍ରଥମ ହେଲା, ଖୋର୍ଧା ଜିଲ୍ଲାରେ କୋଭିଡ୍
Read More...

କେଉଁ ଟିକାର ସ୍ଥିତି କେମିତି ଅଛି?

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍‌କୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଟିକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍‌, ଡିଜାଇନ୍ ଆଣ୍ଡ ଇଂଟର୍‌ପ୍ରିଟେସନ୍‌ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ
Read More...

ବିପଦ ଆଣିବ କି ନୂଆ ଭ୍ୟାରିଆଣ୍ଟ!

ଭୁବନେଶ୍ବର: କରୋନାର ନୂଆ ରୂପ ବିଶ୍ୱ ପାଇଁ ବିପଦ ଆଣିପାରେ। ନୂଆ ଭ୍ୟାରିଆଣ୍ଟ ଆଣିବ କି ତୃତୀୟ ଲହର ? ନ୍ୟୁ ଭ୍ୟାରିଆଣ୍ଟ ସି.୧.୨ ପରେ ‘ମ୍ୟୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂଆ ଭୂତାଣୁ ‘ମ୍ୟୁ’ ଉପରେ ଏବେ
Read More...

ସେପ୍ଟେମ୍ବରରେ କେଉଁ କଟକଣା କୋହଳ ହେଲା, ଜାଣନ୍ତୁ

ଭୁବନେଶ୍ବର: ଆଉ କଟକ, ପୁରୀ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍‌ଡାଉନ ଆଉ ରହିବ ନାହିଁ। ଏହି ତିନି ଜିଲ୍ଲା ଲାଗି କଟକଣା କୋହଳ କରାଯାଇଛି। ସକାଳ ୫ରୁ ରାତି ୧୦ଯାଏ ଦୋକାନ ବଜାର ଖୋଲା ରହିବ। କେବଳ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହିତ ବିବାହ, ବ୍ରତ
Read More...

ଏମିତି ବିପଦ ଆଣି ଆସୁଛି ତୃତୀୟ ଲହର!

ଭୁବନେଶ୍ବର: ପିଲାଙ୍କ ପାଇଁ ଘାତକ ସାଜିବ କି କରୋନାର ତୃତୀୟ ଲହର? ପୁଣିଥରେ ବିଗିଡ଼ି ଯିବ କି ପିଲାଙ୍କ ପାଠପଢ଼ା? ଗତ ୧୫ ଦିନ ହେଲା ଦେଶର ବିଭିନ୍ନ ଭାଗରେ ଛୋଟ ପିଲା କୋଭିଡ୍‌-୧୯ରେ ଆକ୍ରାନ୍ତ ହେଉଥିବା ଖବର ଏବେ ଅଭିଭାବକ ମହଲରେ ଏଭଳି ଭୟ ସୃଷ୍ଟି କଲାଣି। ବିଶେଷକରି
Read More...

ସଟଡାଉନରେ ବେପାର,ସିଲ ହେଲା ବଜାର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୪ ମାଛ ମାର୍କେଟ ସିଲ। ବାରମ୍ବାର କୋଭିଡ ନିୟମ ଉଂଲଘନ ଅଭିଯୋଗରେ ମାଛ ମାର୍କେଟକୁ ସିଲ କରିଛି ବିଏମସି । ଅନିଦ୍ଦିଷ୍ଟ କାଳ ପାଇଁ ଆମିଷ ବଜାରକୁ ସିଲ କରାଯାଇଛି। ପୂର୍ବରୁ ଜୁନ ୧୫ରେ ମାଛ ମାର୍କେଟକୁ ସିଲ କରାଯାଇଥିଲା । ଅଗଷ୍ଟ ମାସରେ ନୂଆ ଗାଇଡଲାଇନ ଆସିବା
Read More...

କଟକରେ କାହିଁକି ପୁଣି ବଢିଲା ସଂକ୍ରମଣ?

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦିନକୁ ଦିନ କମୁଛି। ସପ୍ତମ ପର୍ଯ୍ୟାୟ ତାଲାବନ୍ଦର ଏକ ସପ୍ତାହ ଭିତରେ ସଂକ୍ରମଣ ହାର ଖସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ୧୩ ଶହ ଭିତରେ ରହୁଛି। କେବଳ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି।
Read More...

ତୃତୀୟ ଲହର ପାଇଁ ବଡ଼ ପ୍ରସ୍ତୁତି

ଅଗଷ୍ଟ ୧୫ ତାରିଖରେ ଏକ୍‌ମୋ ମେସିନ୍ ଉଦଘାଟନ୯ଟି ମେିସନ୍ ଲାଗିବ, ୬ଟି କୋଭିଡ୍ ପରର ଜଟଳିତା ପାଇଁଆଉ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବନାହିଁକେନ୍ଦ୍ର ସରକାରଙ୍କୁ ଆକ୍ସନ ପ୍ଲାନ୍ ଦେଇସାରିଲାଣି ରାଜ୍ୟ୮୬୧ କୋଟି ଖର୍ଚ୍ଚ ହେବ, ୪୦ ପ୍ରତିଶତ ରାଜ୍ୟ ସରକାରଙ୍କର ଭୁବନେଶ୍ବର:
Read More...

୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍

ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା
Read More...