ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଇପିଏସ୍‌ ଅଫିସରଙ୍କ ଦାୟିତ୍ବ ବଦଳିଲା

0
  • ଅଖିଳେଶ୍ୱର ସିଂ: ଜଗତସିଂହପୁର ଏସପି
  • ରାହୁଲ ଜୈନ: ବରଗଡ ଏସପି
  • ପ୍ରତ୍ୟୁଷ ଦିବାକର: ନୂଆପଡା ଏସପି
  • କେ.ଆର୍ ଦ୍ୟାନଦେଓ: ମୟୂରଭଂଜ ଏସପି
  • ପି.ଏସ ମୀନା:ମାଲକାନଗିରି ଏସପି
  • ପି.ଏସ ପର୍ଷୋତ୍ତମ ଦାସ: ନବରଙ୍ଗପୁର ଏସପି
  • ପ୍ରକାଶ ଆର: ଭିଜିଲାନ୍ସ ଅଧିକାରୀ
  • ଆଇଜି ଏସ୍.ଦେବଦତ୍ତ ସିଂ- ମୁଖ୍ୟାଳୟ (ଡେପୁଟେସନରୁ ଫେରିବା ପରେ)
Leave A Reply

Your email address will not be published.