ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର
Browsing Tag

odisha breaking news

ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)

ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା…
Read More...

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କାପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲାସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ ପ୍ରତାପ କେନ୍ଦ୍ର…
Read More...

ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!

ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ…
Read More...

ଖେ​ଳ ଆରମ୍ଭ ହେବ ନା ଡେରି ଅଛି?

ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖିକଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି…
Read More...

ରାତି ଅଧିଆ ଉଠାଇନେଲା ପୁଲିସ

ଭୁବନେଶ୍ବର: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ନେଇ ଶପଥ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଗତକାଲିର ଲଙ୍କାକାଣ୍ଡକୁ ନେଇ ଏବେ ବି ଚାପା ଉତେଜନା ଲାଗି ରହିଛି। ପ୍ରକଳ୍ପ ସ୍ଥାନରେ ଭଙ୍ଗାରୁଜା କରିଥିବା କିଛି ଜଣଙ୍କୁ ଗତକାଲି ରାତି ଅଧିଆ ପୁଲିସ ଉଠାଇନେଇଥିବା…
Read More...

ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?

୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା …
Read More...

ଓଡ଼ିଶାରୁ ଟ୍ରେନିଂ ନେଇଥିଲେ, ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ

ନୀରଜ...ନୀରଜ କମ୍ପୁଛି ସାରା ଭାରତଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜପ୍ରଶଂସାରେ ପୋତି ପକାଉଛି ଦେଶ ନୀରଜ..ନୀରଜ..ନୀରଜ ନାଁରେ କମ୍ପୁଛି ଭାରତ। ଇଏ ସେହି ନୀରଜ ଗତକାଲି ଯାଏ କ୍ରୀଡାପ୍ରେମୀଙ୍କୁ ଛାଡିଦେଲେ ତାଙ୍କ ବାବଦରେ କେହି ବୋଧେ ବେଶୀ ଜାଣିନଥିଲେ। ଆଜି କିନ୍ତୁ କୋଟି କୋଟି…
Read More...

ନୂଆ ଢଙ୍ଗରେ ଅପରେସନ୍ ହେଲା, ଯନ୍ତ୍ରଣା ବି କମ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ପାଦ ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ…
Read More...

ନିର୍ମଳ, ଜଗନ୍ନାଥଙ୍କ ପାଇଁ କାହାର ଏତେ ପ୍ରେମ ଝରୁଛି?

ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣିଗାଁ ଗାଁରେ ସରକାରଙ୍କ ବିରୋଧର ଅସନ୍ତୋଷ ବଢିଲାଣିଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଥମିବାର ନା ଧରୁନିନିର୍ମଳ ଓ ଜଗନ୍ନାଥ ନୈତିକତା ମୁଣ୍ଡାଇ ନିଜ ଆଡୁ ଇସ୍ତଫା ଦେଉନାହାନ୍ତିରାଜ୍ୟ ସରକାରଙ୍କ ବଡ…
Read More...

ଦରମା ବଢିଲେ ‘ମୋ ବସ’ ଗଡ଼ିବ

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟରେ 'ମୋ ବସ' ଗଡିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ଆଜି ଭୁବନେଶ୍ୱରରେ ଗଡିବନି । ଦରମା ବୃଦ୍ଧି ପାଇଁ 'ମୋ ବସ' ଡ୍ରାଇଭର ସମେତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଥିବାରୁ ବସ ଚଳାବଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଡିପୋରୁ ୧୨୮ 'ମୋ ବସ' ଗଡୁନି। ଆନ୍ଦୋଳନ…
Read More...