ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

odia IPS officer

ଭୁବନେଶ୍ବର କ୍ଲବରେ ଇଏ କି ଫାର୍ସ ଚାଲିଛି?

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିଜର କନିଷ୍ଠ ଅଫିସର, ବ୍ୟବସାୟୀଙ୍କୁ ଭୋଟ ମାଗିବେ?ଅସିତ ତ୍ରିପାଠୀ ନିଜ ପଦବିର ଗୁରୁତ୍ବ ବୁଝିପାରୁନାହାନ୍ତି କି?ତାଙ୍କ ପଦବି ପ୍ରଭାବିତ ହେବ କି ନାହିଁ?ରାଜ୍ୟ ସରକାରଙ୍କ ଅଫିସରମାନେ ଏଠି ନିର୍ବାଚନ ଲଢି ବାହାର ଲୋକଙ୍କୁ ସହଯୋଗ…
Read More...

ଆଇପିଏସ୍‌ ଅଫିସରଙ୍କ ଦାୟିତ୍ବ ବଦଳିଲା

ଅଖିଳେଶ୍ୱର ସିଂ: ଜଗତସିଂହପୁର ଏସପିରାହୁଲ ଜୈନ: ବରଗଡ ଏସପିପ୍ରତ୍ୟୁଷ ଦିବାକର: ନୂଆପଡା ଏସପିକେ.ଆର୍ ଦ୍ୟାନଦେଓ: ମୟୂରଭଂଜ ଏସପିପି.ଏସ ମୀନା:ମାଲକାନଗିରି ଏସପିପି.ଏସ ପର୍ଷୋତ୍ତମ ଦାସ: ନବରଙ୍ଗପୁର ଏସପିପ୍ରକାଶ ଆର: ଭିଜିଲାନ୍ସ ଅଧିକାରୀଆଇଜି ଏସ୍.ଦେବଦତ୍ତ ସିଂ- ମୁଖ୍ୟାଳୟ (ଡେପୁଟେସନରୁ…
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ…
Read More...

ପୁଣି ଜଣେ ଓଡ଼ିଆ କେନ୍ଦ୍ରରେ ପାଇପାରନ୍ତି ଗୁୁରୁତ୍ବପୂର୍ଣ୍ଣ ପଦବି

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ତାମିଲନାଡୁ ପୁଲିସ ମହାନିର୍ଦେଶକ ତଥା ୧୯୮୫ ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିପାରେ। କେନ୍ଦ୍ରୀୟ ଭିଜିଲାନ୍ସ କମିସନ ପଦ ପାଇଁ ତାଙ୍କ ନାମ ସଂପର୍କରେ ବିଚାର ଚାଲିଛି। ତାମିଲନାଡୁ ରାଜ୍ୟ…
Read More...