ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ହକିରେ ରୋମାଞ୍ଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ

0

ଟୋକିଓ ଅଲିମ୍ପିକ୍ସ ୨୦୨୧ ଆରମ୍ଭରୁ ଭାରତକୁ ଏକ ବଡ ସଫଳତା ମିଳିଛି। ପୁରୁଷ ହକିର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଏଥିସହିତ ସମଗ୍ର ଭାରତବର୍ଷରେ ଆଜି ଖୁସିର ଲହରୀ ଖେଳିଯାଇଛି। ଭାରତର ପଦକ ସମ୍ଭାବନା ଆଶାକୁ ଖେଳାଳିମାନେ ଆରମ୍ଭରୁ ବହୁଗୁଣିତ କରିଦେଇଛନ୍ତି। ରୁପିନ୍ଦର ପାଲ୍ ସିଂହ ଗୋଟିଏ ଓ ହରମନପ୍ରୀତ ସିଂହଙ୍କ ଦୁଇଟି ଗୋଲ୍ ଭାରତକୁ ଏହି ସଫଳତା ଦେଇଛି।

ଗତକାଲି ଟୋକିଓ ଅଲମ୍ଫିକ୍ସର ଉଦଘାଟନ ହୋଇଥିଲା। କୋଭିଡ୍ ମହାମାରୀ କାରଣରୁ ବିନା ଦର୍ଶକରେ ଅଲମ୍ପିକ୍ସ କରାଯାଉଛି। ଉଦଘାଟନୀ ଉତ୍ସବ ମାର୍ଚ୍ଚ ଫାଷ୍ଟରେ ଭାରତର ୧୯ ଜଣିଆ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ୬ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ମେରି କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ।

Leave A Reply

Your email address will not be published.