ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସୈଫଙ୍କ ‘ଭୂତ ପୋଲିସ୍’

0

ରିଲିଜ୍ ହୋଇଛି ସୈଫ ଅଲ୍ଲୀ ଖାନଙ୍କ ନୂଆ ଫିଲ୍ମ ଭୂତ ପୋଲିସ । ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ଏହି ଫିଲ୍ମଟି ଦେଖିବାକ ମିଳିଛି । ଏଥିରେ ନବାବଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଡିସ , ୟାମୀ ଗୌିତମ, ଅର୍ଜୁନ କପୁର ଓ ଭାଭେଜ ଜାଫରି ନଜର ଆସିଛନ୍ତି।

ଏହି ଫିଲ୍ମଟି ଏକ କମେଡି ହରର ଫିଲ୍ମ ଅଟେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ପୱନ କ୍ରିପାଳିନୀ । ଫିଲ୍ମରେ ସଂଗୀତ ନିଦ୍ଦେଶନା ଦେଇଛନ୍ତି ସଚିନ-ଜିଗର । ଫିଲ୍ମରେ ସୈଫଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସୈଫ କମେଡି ଚଳଚ୍ଚିତ୍ର କକଟେଲ, ଜୱାନୀ ଜାନେମନ, ଲଭ ଆଜ କଲରେ ଏହା ପୂର୍ବରୁ ମଧ୍ୟ ଦର୍ଶକଙ୍କୁ ହସେଇବାରେ ସଫଳ ହୋଇଛନ୍ତି । ଆଇଏମଡିବିରେ ଏହି ଫିଲ୍ମର ରେଟିଂର ୫.୫ ରହିଛି।

ଏହା ପୂର୍ବରୁ ସୈଫ ୨୦୨୧ରେ ନଜର ଆସିଥିଲେ ପଲଟିକାଲ ଡ୍ରାମ ୱେବସିରିଜ ତାଣ୍ଡବରେ । ସେହିପରି ଦର୍ଶକ ଅର୍ଜୁନ କପୁରଙ୍କୁ ତାଙ୍କ ଶେଷ ଫିଲ୍ମ ସର୍ଦ୍ଦାର କା ଗ୍ରାଣ୍ଡସନ ଚଳଚିତ୍ରରେ ଦେଖିବାକୁ ପାଇଥିଲେ । ରାଧେ ଫିଲ୍ମରେ ଜ୍ୟାକଲିନ, ସଲମାନଙ୍କ ସହ ଶେଷ ଥର ନଜର ଆସିଥିଲେ ।

Leave A Reply

Your email address will not be published.