ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହଟିଲା କଟକଣା, ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

0

ହଟିଲା କଟକଣା । ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା ସ୍ରଂକମଣ କମିବା ପରେ ସମସ୍ତ ପ୍ରତିବନ୍ଧକ ହଟାଇ କେନ୍ଦ୍ର ସରକାର ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତିା ୨୦୨୦ ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ୨ ବର୍ଷ ହେବ ଅନ୍ତର୍ଜାତୀୟ ଉଡାଣ ବନ୍ଦ ପରେ ଆଜିଠୁ ଏହି ସେବା ଆରମ୍ଭ ହୋଇଛି । ହେଲେ ବିଦେଶ ଯାତ୍ରା ସମୟରେ କିଛି କୋଭିଡ ନିୟମ ମାନିବାକୁ ପଡିବ । ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ.

() ବିମାନ ବନ୍ଦରରେ ଏବଂ ବିମାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି
() ଅନ୍ତର୍ଜାତୀୟ କମର୍ସିଆଲ ବିମାନରେ ୩ଟି ସିଟ୍ ଖାଲି ରଖିବା କଟକଣା ହଟିବ
() ପାଇଲଟ ଓ କ୍ୟୁ ର ମେମ୍ବରଙ୍କୁ ଏଣିକି ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନୁହେଁ
() ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ

Leave A Reply

Your email address will not be published.