ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ପଞ୍ଚୁକରେ କେମିତି ରହିବ ପାଣିପାଗ, ଜାଣନ୍ତୁ

0

ଭୁବନେଶ୍ବର; ଦିନକ ପରେ କାର୍ତ୍ତିକ ମାସର ବହୁ ପ୍ରତୀକ୍ଷିତ ସମୟ ଆସିବ। ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ବଡ଼ି ଭୋରରୁ ଉଠି ଗାଧୋଇ ସମସ୍ତେ ଠାକୁର ଦର୍ଶନ ପାଇଁ ମନ ବଳାଇଥାନ୍ତି। କିଛି କିଛି ସମୟରେ ଶୀତ ଏଥିରେ ବାଧକ ସାଜିଥାଏ। ହେଲେ ଏଥର ପାଣିପାଗ ପଞ୍ଚୁକ ପାଇଁ ପୂରା ଅନୁକୂଳ ପାଗ ଧରି ଆସୁଛି। ନା ବେଶୀ ଶୀତ ଥିବ ନା ବର୍ଷାର ଭୟ ରହିଛି। ପାଣିପାଗ ସଂପର୍କରେ ପୂର୍ବାନୁ୍ମାନ କରି ସାର୍ଥକ ମିଶ୍ର ଯେଉଁ ଚିତ୍ର ଆଙ୍କିଛନ୍ତି ତାହା ହେଲା-

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନ ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଅନ୍ୟ ସମସ୍ତ ଜିଲ୍ଲା ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ଏକ ସପ୍ତାହ ଯାଏଁ ବର୍ଷା ସମ୍ଭାବନା ନାହିଁ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୪୮ ଘଣ୍ଟା ପରେ କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧°ସି ଯାଏଁ ହ୍ରାସ ପାଇବାର ସମ୍ଭାବନା ରହିଛି ତେଣୁ ହାଲୁକା ଶୀତ ଅନୁଭୂତ ହୋଇପାରେ।

Leave A Reply

Your email address will not be published.