ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏମ୍ସ ଭୁବନେଶ୍ୱରରେ ଖୋଲିବ ବର୍ଣ୍ଣ ବିଭାଗ

0

ଭୁବନେଶ୍ୱର; ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ ସବୁକିଛି ପେପରଲେସ ହେବ।

ଖୁବଶୀଘ୍ର ଅନ୍ୟ ବିଭାଗରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବାର ଅଛି । ଏବଂ ଏହା ହେଲେ ଭିଡ ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ । ଏଥଥିହ ଆସନ୍ତା ୭ ତାରିଖରେ ହେବାକୁ ଥିବା ଏମ୍ସ ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ଏମ୍ସରେ ୩୬ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ବିଭାଗ ଖୋଲିବ । ଏବଂ ସେଥିରେ ପ୍ଲାଷ୍ଟିକ୍ ସର୍ଜରୀ ୟୁନିଟ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ।

Leave A Reply

Your email address will not be published.