ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଏମ୍ସ ଭୁବନେଶ୍ୱରରେ ଖୋଲିବ ବର୍ଣ୍ଣ ବିଭାଗ

0

ଭୁବନେଶ୍ୱର; ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ ସବୁକିଛି ପେପରଲେସ ହେବ।

ଖୁବଶୀଘ୍ର ଅନ୍ୟ ବିଭାଗରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବାର ଅଛି । ଏବଂ ଏହା ହେଲେ ଭିଡ ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ । ଏଥଥିହ ଆସନ୍ତା ୭ ତାରିଖରେ ହେବାକୁ ଥିବା ଏମ୍ସ ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ଏମ୍ସରେ ୩୬ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ବିଭାଗ ଖୋଲିବ । ଏବଂ ସେଥିରେ ପ୍ଲାଷ୍ଟିକ୍ ସର୍ଜରୀ ୟୁନିଟ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ।

Leave A Reply

Your email address will not be published.