ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ

0

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ। ୟୁପିର ଆଦିତ୍ୟ ଶ୍ରୀବାସ୍ତବ ଏଥିରେ ଟପ୍ପର ହୋଇଛନ୍ତି। ଅନ୍ୟପଟେ ଓଡିଶାରୁ ଅନିମେଶ ପ୍ରଧାନ ସାରା ଦେଶରେ ଦ୍ୱିତୀୟ ହୋଇଛନ୍ତି। ଅନିମେଶଙ୍କ ଛଡା ରାଜ୍ୟର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି।

ଅନିମେଶଙ୍କ ବ୍ୟତୀତ ଓଡ଼ିଶାର ପ୍ରଜ୍ଞାନନ୍ଦନ ଗିରି ଏବଂ ଆୟୁଷି ପ୍ରଧାନ ଯଥାକ୍ରମେ ୨୪ ଏବଂ ୩୬ ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଅଭିମନ୍ୟୁ ମଲ୍ଲିକ ୬୦ ରାଙ୍କ୍, ଜୟଶ୍ରୀ ପ୍ରଧାନ ୫୨ ତମ ରାଙ୍କ୍, ଅମୃତାଂଶୁ ନାୟକ ୧୧୦ ରାଙ୍କରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଓଡ଼ିଶାର ଶୁଭ୍ରା ପଣ୍ଡା, ରଶ୍ମୀ ପ୍ରଧାନ, ବିଶ୍ୱଜିତ ପଣ୍ଡା ଏବଂ ସୌଭାଗ୍ୟ ଦାସ ଯଥାକ୍ରମେ ୨୦୪, ୩୧୯, ୩୪୩ ଏବଂ ୪୬୬ ରାଙ୍କ୍ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସାରା ଦେଶରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ।

ସୂଚନା ଅନୁସାରେ ପରୀକ୍ଷାରେ ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ଆଇଏଏସ ୧୮୦ ଜଣ, ଆଇଏଫଏସ ୩୭ ଜଣ ଓ ଆଇପିଏସ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.