ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୋଖରୀରେ ଫିଙ୍ଗିଲେ ଇଭିଏମ୍ ମେସିନ

0

କୋଲକାତା : ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳୁଛି। ଏଠାରେ କିଛି ସ୍ଥାନରେ ବୋମା ମାଡ ହୋଇଥିବା ବେଳେ, ଦକ୍ଷିଣ ୨୪ପ୍ରଗଣାର କୁଲତଲିର ୪୦, ୪୧ବୁଥର ଇଭିଏମ୍ ଏବଂ ଭିଭିପାଟ ମେସିନକୁ ଟେକି ନେଇ ଲୋକେ ପୋଖରୀରେ ଫିଙ୍ଗି ଦେଇଛନ୍ତି।

ସପ୍ତମ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ଘଟଣାରେ ଆଇଏସ୍ଏଫ୍, ସିପିଏମ୍ ର ଅନେକ ସମର୍ଥକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତୃଣମୂଳ ସମର୍ଥକଙ୍କୁ ଦାୟୀ କରାଯାଇଛି। ଘଟଣାସ୍ଥଳରୁ ଅନେକ ଜୀବନ୍ତ ବୋମା ଉଦ୍ଧାର ହୋଇଥିବା ସୂଚନା ମିଳିଛି।ପରିସ୍ଥିତିର ମୁକାବିଲା ପାଇଁ ପୋଲରହାଟ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.