ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଘର ଯେମିତି ନେଇଥିଲି ସେମିତି ଫେରାଇବି : ପ୍ରଣବ ପ୍ରକାଶ ଦାଶ

0

ଭୁବନେଶ୍ବର: ଆଜି ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିବା ବାସଭବନରେ ଅଣ୍ଡର ଗ୍ରାଉଣ୍ଡକୁ ଭାଙ୍ଗିଦିଆ ଯାଉଛି ତାହାକୁ ନେଇ ଚାରିଆଡ଼େ ପ୍ରଶ୍ନବାଚୀ ଉଠୁଥିବା ବେଳେ ଏହାକୁ ନେଇ ବବି ମୁହଁ ଖୋଲିଛନ୍ତି।

ବବି କହିଛନ୍ତି ନିୟମ ଅନୁସାରେ ଘର ଯେମିତି ନେଇଥିଲି ସେମିତି ଫେରାଇବି। ଏହି ଘର ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିଲା। ଯେହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏହାର ବ୍ୟବସ୍ଥା ହୋଇଥିଲା। ଘର ଖାଲିକରିବାକୁ କୁହାଯିବା ପରେ ଭଙ୍ଗାଯାଉଥିବା ପ୍ରଣବ କହିଛନ୍ତି। ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି। ୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି।

Leave A Reply

Your email address will not be published.