ପଶ୍ଚିମବଙ୍ଗ: ଅନଶନରେ ବସିବେ ଅଲ ଇଣ୍ଡିଆ ଡାକ୍ତର ସଂଘ। ପଶ୍ଚିମବଙ୍ଗର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିରୋଧ ଜାରି ରହିଛି। ବର୍ତ୍ତମାନ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (AFIMA) ଦେଶବ୍ୟାପୀ ଅନଶନ ଘୋଷଣା କରିଛନ୍ତି। ଡାକ୍ତର ସଂଘ ଏକ ବୈଠକ କରି ବୁଧବାର ଦିନରୁ ଉପାସ ରହି ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛି। AFIMA ସଭାପତି ସୁବର୍ନକର ଦତ୍ତ କହିଛନ୍ତି, ‘ଆମେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତରଙ୍କ ସହିତ ସମ୍ପର୍କରେ ରହିଛୁ। ବ୍ୟାପକ ବିଚାର ବିମର୍ଶ ପରେ ପଶ୍ଚିମବଙ୍ଗରେ ଆମର ସହକର୍ମୀଙ୍କ ସହ ଏକତ୍ର ହୋଇ ଆମେ ଦେଶବ୍ୟାପୀ କ୍ଷୁଧା ଅନଶନ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା