ପ୍ରମୁଖ ଖବର

ଏବେ ନିଆଁ ଲିଭାଇବ ରୋବଟ
କମିବ ପେଟ୍ରୋଲ ଓ ଡିଜେଲ ଦର
ଆଉ ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ ଇ-କେଓ୍ବାଇସି
ଉତ୍ସର୍ଗୀକୃତ ସେବା ପାଇଁ ତିନି ରେଳ କର୍ମଚାରୀ ପୁରସ୍କୃତ
ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର
ଅଦିନ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ଚିଠି ଲେଖି ବାରଣ କଲେ ଗଜପତି
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ
ଧାନମନ୍ତ୍ରୀଙ୍କ ଦୀପାବଳି ଉପହାର, ୫୧,୦୦୦ରୁ ଅଧିକ ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତି ପତ୍ର

କମିବ ପେଟ୍ରୋଲ ଓ ଡିଜେଲ ଦର

0

ନୂଆଦିଲ୍ଲୀ: ଧନତେରାସରେ କେନ୍ଦ୍ର ସରକାର ବଡ ଘୋଷଣା। କମିବ ପେଟ୍ରୋଲ ଓ ଡିଜେଲ ଦର। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲାବାସୀଙ୍କୁ ମିଳିବ ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ ୪ଟଙ୍କା ୩୨ ପଇସା ହ୍ରାସ ପାଇବ।

Leave A Reply

Your email address will not be published.