ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଯାଜପୁରରେ ବୋମା ଫୁଟି ୨ ମୃତ, ଜଣେ ଗୁରୁତର

0

ଯାଜପୁର: ବୋମା ବିସ୍ଫୋରଣରେ ୨ ମୃତ ଜଣେ ଗୁରୁତର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ତେବେ କୁହାଯାଉଛି ୩ ଯୁବକ କଳାପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ବିସ୍ଫୋରଣ ହୋଇଥିଲା। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଉକ୍ତ ଯୁବକଙ୍କ ଉପରକୁ କେହି ବୋମା ପକାଇ ନାହାନ୍ତି କିମ୍ବା ସେମାନେ ମଧ୍ୟ କାହା ଉପରକୁ ବୋମା ନିକ୍ଷେପ କରି ନାହାନ୍ତି। ସେମାନେ ସାଥିରେ ବୋମା ନେଇ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଉକ୍ତ ଯୁବକ ବଡ଼ଚଣା ନିକଟ ଦେଉଳକୂଳ ଗ୍ରାମର ବୋଲି କୁହାଯାଉଛି।

Leave A Reply

Your email address will not be published.