ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ମୃତ

0

ଇରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ଦେହାବସାନ ଘଟିଥିବା ସୂଚନା ମିଳିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ସେ ଦୁଇ ଦିନ ପୂର୍ବରୁ ଆମେରିକା ଓ ଇସ୍ରାଏଲଙ୍କ ଆକ୍ରମଣରେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ପରଲୋକଗମନ କରିଛନ୍ତି। ଏହି ଆକ୍ରମଣରେ ଖାମେନିଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଦାବି ହୋଇଛି। ତଥାପି ଏନେଇ ଆମେରିକା ଓ ଇସ୍ରାଏଲ ପକ୍ଷରୁ କୌଣସି ଅଧିକୃତ ସ୍ପଷ୍ଟୀକରଣ ମିଳିନାହିଁ।

ମନସୁରେହ ଖୋଜାସ୍ତେହ ୧୯୬୪ ମସିହାରେ ଖାମେନିଙ୍କୁ ବିବାହ କରିଥିଲେ। ସେ ସାଧାରଣତଃ ଲୋକଲୋଚନରୁ ଦୂରେ ରହୁଥିଲେ ଏବଂ ସରକାରୀ କାର୍ଯ୍ୟକ୍ରମରେ କ୍ୱଚିତ୍ ଦେଖାଯାଉଥିଲେ। ୧୯୮୯ ମସିହାରୁ ଖାମେନି ଇରାନର ସର୍ବୋଚ୍ଚ ରାଜନୈତିକ ଓ ଧାର୍ମିକ ନେତା ଭାବେ ଦାୟିତ୍ୱ ପାଳନ କରୁଛନ୍ତି।

Leave A Reply

Your email address will not be published.