ତାମିଲନାଡୁ: ଟିଭିକେ ନେତା ଚନ୍ଦ୍ରଶେଖର ଯୋଶେଫ ବିଜୟ ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜୟ ତିରୁଚିରାପଲ୍ଲୀ-ପୂର୍ବ (ତ୍ରିଚି) ଏବଂ ପେରାମ୍ବୁର ଏହି ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଉଭୟ ଆସନରେ ବିଜୟୀ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ତ୍ରିଚି ଆସନରୁ ଇସ୍ତଫା ଦେଇଥିବା ଜଣାପଡିଛି। ବିଜୟ ତ୍ରିଚି ଆସନରେ ଡିଏମକେ ପ୍ରାର୍ଥୀ ଏସ୍. ଇନିଗୋ ଇରୁଦାୟାରାଜଙ୍କୁ ଏବଂ ପେରାମ୍ବୁର ଆସନରେ ଡିଏମକେର ଆର୍.ଡି. ଶେଖରଙ୍କୁ ପରାସ୍ତ କରିଥିଲେ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ