ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କ’ଣ ଶସ୍ତା,କ’ଣ ହେଲା ମହଙ୍ଗା?

0

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନା କରିଛନ୍ତି । ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାଳର ଚତୃର୍ଥ ବଜେଟ । ହୀରା ଗହଣା ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନ ହୋଇଥିବା ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ । ଆସନ୍ତୁ ଜାଣିବା କ’ଣ ଶସ୍ତା ଓ ମହଙ୍ଗା ହୋଇଛି ।
ଶସ୍ତା
ଚମଡା ଓ କପଡ଼ା ସାମଗ୍ରୀ
ବିଦେଶରୁ ଆସୁଥିବା ମେସିନ୍‌
କୃଷି ଉପକରଣ
ମୋବାଇଲ ଚାର୍ଜର
ହୀରା ଗହଣା
ପଲିସ୍ ହୀରା ଉପରେ ଆମଦାନୀ ଶୁଳ୍କ ୫%କୁ ହ୍ରାସ
ରତ୍ନପଥର

ମହଙ୍ଗା
ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ସମସ୍ତ ଆମଦାନୀ ସାମ୍ରଗୀ ମହଙ୍ଗା ହେବ ।

Leave A Reply

Your email address will not be published.