ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କାର୍ତିକ ପୂର୍ଣ୍ଣମୀରେ ଜାଣନ୍ତୁ ୧୫୦ ବର୍ଷ ତଳର ଏହି କଥା

0

ନୂଆଦିଲ୍ଲୀ: ବିଦ୍ୟାଳୟରେ ଆମେ ସମସ୍ତେ ଅଳ୍ପ ବହୁତ ସୁଏଜ କେନାଲ ସମ୍ପର୍କରେ ପଢ଼ିଛନ୍ତି। ଜାଣିଛନ୍ତି, ଦେଶର ନୌବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ କେନାଲ ଭାବେ ଗଣତି ହେଉଥିବା ସୁଏଜର ବୟସ ଇତିମଧ୍ୟରେ ୧୫୦ ଛୁଇଁଲେଣି। ମଣିଷକୃତ ଏହି କେନାଲ ୧୮୫୯ ମସିହାରେ ୟୁରୋପରୁ ଏସିଆକୁ ନୌବାଣିଜ୍ୟ ପାଇଁ ଖନନ କରାଯାଇଥିଲା। ଦୀର୍ଘ ଦଶ ବର୍ଷ କାଳ ଅର୍ଥାତ ୧୮୬୯ ଯାଏ ଏହି କାର୍ଯ୍ୟ ଜାରି ରହିଥିଲା। ଗୋଟିଏ ସମୟରେ ଇଜିପ୍ଟ ମାନେ ଏଭଳି କେନାଲ ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଫରାସୀ କୂଟନୀତିଜ୍ଞ ଫର୍ଡିନାଣ୍ଡ ଡ଼ି ଲେସେପ ଏହାକୁ ସାକାର ରୂପ ଦେବାକୁ ଚିନ୍ତା କରିଥିଲେ। ୧୯୩.3 କିଲୋମିଟର ଦୀର୍ଘ ଏହି କେନାଲରୁ ଏବର୍ଷ ୫.୯ବିଲିଅନ ଡଲାର ଅର୍ଥ ଉପାର୍ଜନ ହୋଇଛି।

୧୮୬୯ ମସିହା ନଭେମ୍ବର ୧୭ ତାରିଖରେ ଏହି କେନାଲରେ ପ୍ରଥମ ଜାହାଜ ଚଳାଚଳ ଆରମ୍ଭ ହୋଇଥିଲା। ଏବର୍ଷ ଅଗଷ୍ଟ ମାସରେ ସର୍ବାଧିକ ୮୧ଟି ଜାହାଜ୬.୧ ମିଲିଅନ ଲୋକଙ୍କୁ ନେଇ ଚଳାଚଳ କରିଛି।

ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା କଥା ମନେ ପକାଯାଉଛି। ଏତିକି ସଙ୍କେତ ଅନ୍ତତଃ ମିଳୁଛି ଯେ ଆମର ଓଡ଼ିଆ ପୁଅ କେତେ ଆଗୁଆ ଥିଲେ।

Leave A Reply

Your email address will not be published.