ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦଶପଲ୍ଲା ଟ୍ରକ୍-ବସ୍ ଦୁର୍ଘଟଣାରେ ୪ ମୃତ, ୧୦ରୁ ଅଧିକ ଆହତ

0

ନୟାଗଡ: ଦଶପଲ୍ଲା ଟ୍ରକ୍-ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ଡ୍ରାଇଭର୍ ନୁହେଁ ବରଂ ମଦ ପିଇ ଟ୍ରକ ଚଳାଉଥିଲା ହେଲପର୍ । ବେପାରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ୪ ନୀରିହ ଜୀବନ । ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି ପୋଲିସ। 

ସୂଚନାଯୋଗ୍ୟ, ଦଶପଲ୍ଲାରୁ ହରିଶଙ୍କର ଯାଉଥିବା ପିକନିକ ବସକୁ ଆଜି ସକଳ ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୦ରୁ ଅଧିକ ଗୁରୁତର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏକ ଘରୋଇ କୋଚିଂ ସେଣ୍ଟରର ୫୦ ଛାତ୍ରଛାତ୍ରୀ ପିକ୍‌ନିକ୍‌ ଯାଉଥିଲେ। ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଥିଲା ଏହି ଅଘଟଣ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପର ଅଟକ ଅଛନ୍ତି। 

Leave A Reply

Your email address will not be published.