ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଓଡିଶା ପାଇଁ ବିଜେପି ପକ୍ଷରୁ ସଂକଳ୍ପ ପତ୍ରରେ କଣ ରହିଛି ?

0

ରାଜ୍ୟ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ମୋଦୀ ଗାରେଣ୍ଟି – ୨୦୨୪ ସଂକଳ୍ପ ପତ୍ରର ଓଡିଆ ସଂସ୍କରଣ ଉନ୍ମୋଚନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ତେବେ କଣ ରହିଛି ଆସନ୍ତୁ ଜାଣିବା–

  • ଗ୍ରାମୀଣ ଅଞ୍ଚଳରେ ତିନି କୋଟି ମହିଳା ସାଜିବେ ଲକ୍ଷପତି ଦିଦି
  • ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ନିଶ୍ଚିତ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ
  • ରକ୍ତହୀନତା, ସ୍ତନକର୍କଟ, ଗର୍ଭାଶୟ କର୍କଟ ଏବଂ ଅଷ୍ଟିଓପୋରୋସିସ୍ ସହିତ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ
  • ସର୍ବସାଧାରଣ ପରୀକ୍ଷା ଅଧିନିୟକ ୨୦୨୪ କଠୋର ଭାବେ କାର୍ଯ୍ୟକାରୀ କରାଯିବ
  • ସ୍ୱଚ୍ଛତାର ସହ ମମସ୍ତ ସରକାରୀ ପଦବୀ ପୂରଣ କରାଯିବ
  • ୭୦ ବର୍ଷରୁ ଅଧିକ ବୟସ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବେ
  • ଟ୍ରାନ୍ସଜେଣ୍ଡରଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସୁବିଧା ମିଳିବ
  • ସମସ୍ତ ପ୍ରମୁଖ ସହରକୁ ପାଇପ୍ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ସଂଯୋଗକୁ ବିସ୍ତାର କରାଯିବ
  • ଏମ୍ସରୁ ଜିଲ୍ଲା ଡାକ୍ତରଖାନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସବୁ ସ୍ତରରେ ସ୍ୱାସ୍ଥ୍ୟସେବା ମିଳିବ
  • ରେଳ କ୍ଷମତାର ବୃଦ୍ଧି କରାଯିବ, ନମୋ ଭାରତ ଓ ବୁଲେଟ୍ ଟ୍ରେନ୍ ଭଳି ଆଧୁନିକ ଟ୍ରେନର ଶୁଭାରମ୍ଭ
  • ଏକ୍ସପ୍ରେସ୍ ନେଟୱର୍କକୁ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯିବ
  • ସମ୍ବିଧାନର ଧାରା ୪୪ ଆଧାରରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋର୍ଡ
  • ଖୁବ୍ ଶୀଘ୍ର ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯିବ
  • ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ଲାଗୁ କରାଯିବ
Leave A Reply

Your email address will not be published.