ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ କେଉଁ ମନ୍ତ୍ରଣାଳୟ ?

0

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଛି ବଡ଼ ବିଭାଗ। ରେଳ ସହ ଆଇଟି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କ ଗତ ପାଳିରେ ମଧ୍ୟ ସେ ରେଳ ଓ ଆଇଟି ମନ୍ତ୍ରୀ ଥିଲେ। ଏଥର ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂତନ ଭାବେ ମିଳିଛି। ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନଶ୍ଚ ଶିକ୍ଷା ମନ୍ତ୍ରଣାଳୟ ମିଳିଛି। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରୁ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିବା ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଛି।

କାହାକୁ କେଉଁ ମନ୍ତ୍ରଣାଳୟ

ନିତିନ ଗଡକରୀ -ସଡକ ପରିବହନ ମନ୍ତ୍ରଣାଳୟ
ଅଜୟ ତାମତା- ସଡକ ପରିବହନ ମନ୍ତ୍ରଣାଳୟ
ହର୍ଷ ମଲହୋତ୍ରା -ସଡକ ପରିବହନ ମନ୍ତ୍ରଣାଳୟ
ଏସ୍.ଜୟଶଙ୍କର-ବୈଦେଶିକ ମନ୍ତ୍ରଣାଳୟ
ଅଶ୍ୱିନୀ ବୈଷ୍ଣବ- ରେଳ  ମନ୍ତ୍ରଣାଳୟ ଏବଂ ପ୍ମରସାରଣ ମନ୍ତ୍ରଣାଳୟ
ମନୋହର ଲାଲ ଖଟ୍ଟର-ଶକ୍ତି ମନ୍ତ୍ରଣାଳୟ
ଶ୍ରୀପଦ ନାୟକ-ଶକ୍ତି ମନ୍ତ୍ରଣାଳୟ
ଜିତନ୍ ରାମ ମାଂଝୀ-ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
ଶୋଭା କରନ୍ଦଲାଜେ -ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରଣାଳୟ
ଶିବରାଜ ସିଂ ଚୌହାନ-କୃଷି , ପଞ୍ଚାୟତି ରାଜ ମନ୍ତ୍ରଣାଳୟ
ଧର୍ମେନ୍ଦ୍ର ପ୍ରଧାନ-ଶିକ୍ଷା ମନ୍ତ୍ରଣାଳୟ
ରାଜନାଥ ସିଂ-ପ୍ରତିରକ୍ଷା ମନ୍ତ୍ରଣାଳୟ
ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଣାଳୟ

Leave A Reply

Your email address will not be published.