ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମା’ଙ୍କୁ ମନେ ପକାଇଲେ ସୋଆ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ। ମା’ର ସ୍ନେହ ଓ ଯତ୍ନ ଦୁନିଆର ସବୁ ସମ୍ପର୍କଠାରୁ ବଡ଼। ଏହି ମହାନ ସମ୍ପର୍କକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି।

ସୋଆର ଛାତ୍ରଛାତ୍ରୀ ମାନେ ନିଜ ମା’ଙ୍କ ଓ ତାଙ୍କ ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାଇବେ। ମେ’ ୧୭ ତାରିଖ ସୁଦ୍ଧା [email protected] ମେଲ ଆଇଡି ଓ ୯୭୭୬୬୪୫୯୧୮ (9776645918) ମୋବାଇଲ ନମ୍ବରରେ ପଠାଇବାକୁ କୁହାଯାଇଛି। ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜ ରୁ 10ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ।

Leave A Reply

Your email address will not be published.