ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡାରେ ଏନକାଉଣ୍ଟର

0

ଭୁବନେଶ୍ୱର: ମଙ୍ଗଳବାର ଭୋର ୪ଟାରେ ଦୁର୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକକୁ କେନ୍ଦ୍ରାପଡାରେ ପୁଲିସ ଏନକାଉଣ୍ଟର କରିଛି । ସ୍ପେସାଲ ସ୍କ୍ୱାର୍ଡ ସହିତ ତାର ମୁହାଁମୁହିଁ ହୋଇଥିଲା । ଏଥିରେ ସେ ଆହତ ହୋଇଛି । ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତା ନାମରେ ଏକାଧିକ ମାମଲା ଥିବା ପୁଲିସ ପ୍ରାରମ୍ଭିକ ସୂଚନା ଦେଇଛି ।

Leave A Reply

Your email address will not be published.