ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଟିକା ପ୍ରସଙ୍ଗ: ବିଜେଡି ବିରୋଧରେ ପୁଣି ଗର୍ଜିଲା ବିଜେପି

0

ଭୁବନେଶ୍ବର: ଟିକା କେନ୍ଦ୍ରରେ କାହାର ଫଟୋ ଲାଗିବ, ସେ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହି ବିବାଦର କିନ୍ତୁ ପରିସମାପ୍ତି ଘଟୁନାହିଁ। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ ନେଇ ଏବେ ନୂଆ ଲଢେଇ ଆରମ୍ଭ ହୋଇଛି। ନବ ନିଯୁକ୍ତ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଂପାଦିକା ଡ.ଐଶ୍ଚର୍ଯ୍ୟା ବିଶ୍ୱାଳ ଆଜି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ବିଟ୍ କରି ତାଙ୍କ ମତ ରଖିବା ସହିତ ଗଣମାଧ୍ୟମକୁ ଭିଡ଼ିଓ ବାର୍ତ୍ତା ଜାରି କରି ବିଜେଡିକୁ ଘେରିଛନ୍ତି।

Leave A Reply

Your email address will not be published.