ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବିଗ ବସ୍ ପ୍ରୋମୋରେ ରେଖା

0

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ବିଗ ବସ ସିଜିନ- ୧୫। ନିକଟରେ ବିଗ ବସ ୧୫ ସେଟର ଭିତର ଫଟୋ ସାମାନାକୁ ଆସିଥିବା ବେଳେ ଏବେ ଏହାର ପ୍ରମୋ ନଜରକୁ ଆସିଛି। ତେବେ ପ୍ରୋମୋରେ ଅଭିନ୍ରେତୀ ରେଖାଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢିଯାଇଛି।

ତେବେ ରେଖାରେ ଏହି ସୋ’ରେ ଏକ ଗଛ ପାଇଁ ଭଏସ ଦେଇଛନ୍ତି । ରେଖା ବିଗ ବସ ସୋକୁ ପ୍ରଶଂସା କରିବା ସହ କହିଛନ୍ତି, ଏଠାରେ ଜଣେ ନିଜର ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିପାରିବ । ଏଥିରେ ଡ୍ରାମା ,ଆକ୍ସନ ,ମଜା ସବୁ ରହିଛି । ଏହା ଛଡା ସଲମାନଙ୍କ ସହ କାମ କରିବା ଭଲ ଅନୁଭୂତି ଆଣିବ ବୋଲି କହିଛନ୍ତି ରେଖା।

ନିକଟରେ ବିଗ ବସ ସିଜିନ ୧୫ର ଭିତର ସେଟର ଫଟୋ ଆସିଥିଲା । ଘରଟି ପୂର୍ବଅପେକ୍ଷା ବହୁତ ସୁନ୍ଦର ଦେଖାଯାଉଛି । ଏବେ ଦୁଇ ସପ୍ତାହ ହେବ ‘ବିଗ ବସ ଓଟିଟି’ ଚାଲିଛି । କରଣ ଜୋହର ଏହାକୁ ହୋଷ୍ଟ କରୁଛନ୍ତି । ଏହା ପରେ ବିଗ ବସ ୧୫ ଆରମ୍ଭ ହେବ । ସଲମାନ ଖାନ ପୂର୍ବପରି ଏଥିରେ ହୋଷ୍ଟ କରିବେ।

Leave A Reply

Your email address will not be published.