ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ସେମିଫାଇନାଲରେ ପହଞ୍ଚିଲେ ବେଲଜିୟମ ଓ ଅଷ୍ଟ୍ରେଲିଆ ଦଳ

ଭୁବନେଶ୍ୱର: ସେମିଫାଇନାଲରେ ସ୍ଥାନ ପକ୍କା କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ ଟିମ୍ । ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଜୟୀ ହୋଇ ବେଲଜିୟମ ଦ୍ବିତୀୟ ଦଳ
Read More...

ସିରିଜ ଜିତିଲା ଭାରତ

ଇନ୍ଦୋର : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତି ଯାଇଛି ଭାରତ। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳା ଯାଇଥିବା ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ
Read More...

ପୁରୁଣା କୋଠା ଭୁଶୁଡି ୩ରୁ ଅଧିକ ମୃତ, ଅନେକ ଆହତ

ଲକ୍ଷ୍ନୌ: ଆଜି ସଧ୍ୟାରେ ଲକ୍ଷ୍ନୌରେ ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଛି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ଜଣ ଲୋକ ତଳେ ଦବି ରହିଥିବା କୁହାଯାଉଛି। ଦୁର୍ଘଟଣାର ସୂଚନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳକୁ ଦିଆଯିବା
Read More...

ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ

ପୁରୀ; ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଜଗନ୍ନାଥ ଦଶର୍ନ ପାଇଁ ପୁରୀ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ କଡା ସୁରକ୍ଷାରେ ପୁରୀରେ ପହଂଚିଛନ୍ତି । ପୁରୀରେ ସେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ସୂଚନାଯୋଗ୍ୟ: ଗତକାଲି ଗୁୱାହାଟିର କାମାକ୍ଷା
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ; ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଂଚମୀ ମଧ୍ୟରେ ଯେଉଁଦିନ ବୁଧବାର କିମ୍ବା ଶିବାର ପଡ଼ିଥାଏ ସେହିଦିନ ମହାପ୍ରଭୁଙ୍କର ଏହି
Read More...

ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ: ପାଞ୍ଚ ସେକେଣ୍ଡେ ପାଇଁ ଭୂକମ୍ପ ଝଟକାରେ ଥରିଲା ରାଜଧାନୀ । ଏହି ଭୁମିକମ୍ପ ଅପରାହ୍ନ ୨.୩୦ରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ସମେତ ପାଖାପାଖି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୪ । ଏହା ପୂର୍ବରୁ ଗତ ୫ ତାରିଖରେ
Read More...

ଭାରତୀୟଙ୍କୁ ଛଟେଇ କଲା ଆମେରିକାର ଆଇଟି କଂପାନି

ନୂଆଦିଲ୍ଲୀ: ପାଖାପାଖି ୮୦ ହଜାର ଭାରତୀୟ କର୍ମଚାରୀଙ୍କୁ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମୁକାବିଲା

ଇନ୍ଦୋର :  ଆଜି ତୃତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ଇନ୍ଦୋରରେ ଖେଳାଯିବ ମ୍ୟାଚ । ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଦୁଇଟି ମ୍ୟାଚ ଜିତି ୩ ଟିକିଆ ସିରିଜ ଉପରେ ପୂର୍ବରୁ କବଜା କରିସାରିଛି ଭାରତ । ତେଣୁ ସିରିଜ୍ କ୍ଲିନସ୍ବିପ୍
Read More...

ରାଜପଥରେ ମୁଖ୍ୟ ଆକର୍ଷଣ ହେବ ପୁରୀର ସାହିଯାତ

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଓଡ଼ିଶୀ ନୃତ୍ୟରେ ନାଚିବ ନୂଆଦିଲ୍ଲୀର ରାଜପଥ। ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ପୁରୀର ସାହିଯାତ ଏବଂ କେନ୍ଦୁଝରର ଝୁମର ନୃତ୍ୟ । କଟକ ଏବଂ ଭୁନେଶ୍ବରରେ ଥିବା ଓଡ଼ିଶୀ ନୃତ୍ୟାନୁଷ୍ଠାନ ମାନଙ୍କରୁ ମୋଟ ୯ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ
Read More...

ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ

ଓ୍ବାଶିଂଟନ : ଆମେରିକାର ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲ ସମେତ ଅନ୍ୟ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ୯ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନରେ ଆମେରିକାର ୩ଟି ସ୍ଥାନରେ
Read More...