ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭିଜିଲାନ୍ସ ଜାଲରେ ଫସିଲେ ରେଞ୍ଜର

ସୁନ୍ଦରଗଡ; ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବାବୁ । ସୁନ୍ଦରଗଡ଼ ଉଜଳପୁର ରେଞ୍ଜର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ରେଡ୍ ଚାଲିଛି । ତେବେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
Read More...

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ନେଇ ଯାଉଥିବା ଏକ ପ୍ରାଇଭେଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ: ନବରଙ୍ଗପୁର ଜିଲ୍ଲାର
Read More...

ଏସୀୟ ସିଂହୀ ରେବା ଗର୍ଭରୁ ୪ଟି ଶାବକ ଜନ୍ମ

ଭୁବନେଶ୍ୱର; ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେବା ୪ଟି ଶାବକଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେବା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍‌ର ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ରେବାର ଏହା
Read More...

ହାଇସିକ୍ୟୁରିଟି ନମ୍ବର ଲଗାଇନଥିଲେ ଗଣିବେ ତଣ୍ଡ

ଭୁବନେଶ୍ବର; ଯାଞ୍ଚ ହେବ ଏଚଏସଆରପି ନମ୍ବର ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ବଡ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି । ୮୦ ପ୍ରତିଶତ ଲୋକ ଲଗାଇ ସାରିଲେଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯେଉଁମାନେ ହାଇସିକ୍ୟୁରିଟି ନମ୍ବର ଲଗାଇନଥିବେ ସେମାନେ
Read More...

ଧବଳେଶ୍ବର ପୀଠରେ ହଟିଲା କଟକଣା

ଆଠଗଡ; ଆଜିଠୁ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଠଗଡ଼ସ୍ଥିତ ଧବଳେଶ୍ବର ପୀଠକୁ ସର୍ବସାଧାରଣ ଦର୍ଶନ ପାଇଁ ମିଳିଛି ଅନୁମତି । ଏନେଇ ଅନୁମତି ଦେଇଛନ୍ତି ଉପ ଜିଲ୍ଲାପାଳ । ତେବେ ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ମକର ସଂକ୍ରାନ୍ତିଠାରୁ ପୀଠ
Read More...

ଆସନ୍ତାକାଲି ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ହକି ବିଶ୍ୱକପ୍‌ ଉଦଘାଟନୀ ପାଇଁ ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ ଛୁଟି ଘୋଷଣା
Read More...

ଉଦ୍ଧାର ହେଲା ବୋରୱେଲରେ ଫସିଥିବା ଶିଶୁ

ଉତ୍ତରପ୍ରଦେଶ; ୪୦ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଥିବା ୬ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାପୁରର କୋଟଲା ସାଦତରେ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ପ୍ରାୟ ୫ରୁ ୭ ଘଣ୍ଟାର ଅପରେସନ ପରେ ଉକ୍ତ
Read More...

ମଧ୍ୟାହ୍ନ ଭୋଜନରେ ସାପ, ୩୦ ଶିକ୍ଷାର୍ଥୀ ଅସୁସ୍ଥ

ଭୁବନେଶ୍ବର; ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ମିଳିଲା ସାପ । ଏହି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ୩୦ ଜଣ ଶିକ୍ଷାର୍ଥୀ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଠିକା ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା; ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଲା ଅଘଟଣ। ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ଠିକା ଶ୍ରମିକ । ମୃତକ ହେଲେ ଗୋପାଳ ତୀର୍କୀ । ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ । ସେ ଦୀପଶିକ୍ଷା
Read More...

ନବୀନ ନିବାସରେ ଏକାଠି ହେଲେ ଶତାଧିକ ହକିପ୍ରେମୀ

ଭୁବନେଶ୍ବର; ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି। ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି
Read More...