ଆଜି ଭାରତ–ୱେଲ୍ସ ମୁକାବିଲା
ଭୁବନେଶ୍ବର; ହକି ବିଶ୍ୱକପରେ ଆଜି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ହାଇଭୋଲଟେଜ ଟକ୍କର କଳିଙ୍ଗ ଷ୍ଟାଡିୟମରେ ଦେଖିବେ ଦର୍ଶକ । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ!-->…
Read More...
Read More...