ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଐଶ୍ବର୍ଯ୍ୟାଙ୍କ ପାଖକୁ ଆସିଲା କୋର୍ଟ ନୋଟିସ୍

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ  ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପାଖକୁ ଆସିଛି କୋର୍ଟ ନୋଟିସ୍। କାରଣ ଐଶ୍ବର୍ଯ୍ୟା ଜମି ଟିକସ ବକେୟା ରଖିଥିବା  ହେତୁ ନାସିକ ତହସିଲଦାର ତାଙ୍କ ଘରକୁ ଏକ ନୋଟିସ ପଠାଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ମୁତାବକ, ନାସିକର…
Read More...

ସେନାଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କଶ୍ମୀର; ସୁରକ୍ଷାବାହିନୀକୁ ମିଳିଲା ବଡ ସଫଳତା । ଜମ୍ମୁକଶ୍ମୀରର ବଡଗାମରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା…
Read More...

ଟ୍ରାକ୍ ରୁ ଖସିଲା ଟ୍ରେନ୍

ବିଶାଖାପାଟଣା; ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ ହୋଇଛି । ଶିବଲିଙ୍ଗପୁରମ ଠାରେ ଟ୍ରେନର ୬ ନଂ ବଗି ଟ୍ରାକରୁ ଖସି ଯାଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା…
Read More...

‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଭୁବନେଶ୍ୱର, ୧୭/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ…
Read More...

ସିବିଆଇ ଜାଲରେ ପ୍ରମୋଦ ଜେନା

ଭୁବନେଶ୍ବର; ପୁଣି ସିବିଆଇ ଜାଲରେ ଫସିଲେ ଅବସରପ୍ରାପ୍ତ ଅଧିକାରୀ। ଅବସରପ୍ରାପ୍ତ ଆଇଆରଟିଏସ୍ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ଦାଏର କରିଛି ସିବିଆଇ । ପ୍ରମୋଦଙ୍କ ଘରୁ ମିଳିଲା ନଗଦ ୧କୋଟି ୫୭ ଲକ୍ଷ ଟଙ୍କା ଓ ୧୭ କେଜି ସୁନା ଗହଣା ।…
Read More...

ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ

ନୂଆଦିଲ୍ଲୀ; ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ ମକ୍କି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ମକ୍କି ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣର ଘଟଣାର ମାଷ୍ଟର ମାଇଣ୍ଡ । ସୂଚନାଯୋଗ୍ୟ ଯେ, ଭାରତର ଜମ୍ମୁ କଶ୍ମୀରରେ…
Read More...

ଡିବିରି ଫାଟି ଜଳିଗଲେ ଗୋଟିଏ ପରିବାରର ୪ଜଣ

ସୋରଡା; ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରୁ ଆସିଲା ଦୁଃଖଦ ଖବର ।ଶୋଇଥିବା ବେଳେ ଫାଟିଗଲା ଡିବିରି । ଯାହାଫଳରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୪ଜଣ। ତେବେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ବନ୍ଧାଗୋଚ୍ଛା ଗାଁରେ…
Read More...

ବିଡିଓ ଘରେ ପଶିଲା ଭିଜିଲାନ୍ସ

ନୂଆପଡ଼ା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ  ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି ନୂଆପଡ଼ାର ଖଡିଆଳରେ ଥିବା ନାରାୟଣଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି – ମୁଖ୍ୟମନ୍ତ୍ରୀବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନOCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…
Read More...

ଆସନ୍ତା ୧୯ରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। …
Read More...