ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦେବତାଙ୍କୁ ଏତେ ନିର୍ଯାତନା!

ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ
Read More...

ମଠାଧୀଶ ମେଳି ପଛରେ କିଏ?

ଧର୍ମ ଚର୍ଚ୍ଚା ପାଇଁ ସମ୍ମେଳନ ହେଉନିଭକ୍ତଙ୍କ ଜମି ବି ବିକ୍ରି କରି ଦେଇଛନ୍ତିତନାଘନା ନ କରି ପ୍ରଶାସନ ଚୁପ୍ କାହିଁକି? ଭୁବନେଶ୍ବର: ପୁରୀ ମଠ ଭଙ୍ଗା ପ୍ରକ୍ରିୟାକୁ ଅଟକାଇବାକୁ ହଠାତ୍ ମଠାଧୀଶ ମେଳି ବାନ୍ଧିଲେଣି। ଦେଶର ବିଭିନ୍ନ ଭାଗରୁ ମଠାଧୀଶ ପୁରୀରେ ଏକାଠି ହୋଇଛନ୍ତି। ସେପଟେ
Read More...

ଗଣେଶ ଚତୁର୍ଥୀରେ ଥଇଥାନ ପ୍ୟାକେଜ୍‍

ପୁରୀ ପାଇଁ ବଡ଼ ଥଇଥାନ ପ୍ୟାକେଜ ଘୋଷଣାଜମି, ଘର, ଭଡ଼ା, ସ୍ଥାନାନ୍ତର ପାଇଁ ସହାୟତା ପ୍ରତିଶ୍ରୁତିମଠର ଗାଦି ସୁରକ୍ଷିତ ରହିବ, ଐତିହ୍ୟ ସ୍ପର୍ଶ ରହିବକ୍ଷୁଦ୍ର ବ୍ୟବସାୟୀଙ୍କୁ ବି ବାଦ୍‍ ଦେଇନାହାନ୍ତି ଭୁବନେଶ୍ୱର: ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶର
Read More...

ଏବେ ନେତା, ବାବୁଙ୍କୁ ବିପଦ

ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ
Read More...

ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ। ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Read More...

ଡ୍ରୋନ୍‍ ଜଗିବ ଟ୍ରାଫିକ୍‍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍‍ ନିୟନ୍ତ୍ରଣ ଲାଗି ଡ୍ରୋନ୍‍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍‍
Read More...

ଗାନ୍ଧୀଙ୍କୁ ନେଇ ତର୍କ ଅଧିକ, ଚେତନା କମ୍‍

ମନ କି ବାତ୍‍ରେ ମୋଦୀ କହିଲେ ମହାତ୍ମାଗାନ୍ଧୀଙ୍କ କଥାପାଠ୍ୟକ୍ରମରେ ସାମିଲ କରିବା ନେଇ ଆନ୍ତରିକତା ନାହିଁଠୋସ୍‍ କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି କେନ୍ଦ୍ର-ରାଜ୍ୟ ଭୁବନେଶ୍ୱର: ୧୫୦ତମ ଜନ୍ମ ବର୍ଷରେ ମହାତ୍ମାଗାନ୍ଧୀଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
Read More...

ପୁରୀ ପାଇଁ ପୁଣି ୫୦୦ କୋଟି, ଶ୍ରୀ ସେତୁ ନିର୍ମାଣ ହେବ

୨ ବର୍ଷରେ ସରିବ କାର୍ଯ୍ୟ, ଓବିସିସି କାମ କରିବମଠ ପୁନରୁଦ୍ଧାର ହେବ, ପୁଷ୍କରିଣୀ ହେବ୨୮ କୋଟିରେ ବଡ଼ ପୁଷ୍କରିଣୀ ଯୋଜନା ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ
Read More...

ମହାପ୍ରଭୁ ଆମର ଆତ୍ମା, ତ୍ୟାଗ ବ୍ୟର୍ଥ ଯିବନି

ପୁରୀ ବିକାଶ ପେଡି ଖୋଲିଲେ ନବୀନରାଜ୍ୟବାସୀଙ୍କ ସହଯୋଗ ଲୋଡିଲେଉପଯୁକ୍ତ ଥଇଥାନ ପାଇଁ ଆଶ୍ୱସ୍ତ କଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ବିକାଶ ସଂପର୍କରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ
Read More...

ଅଧା ମନ୍ତ୍ରୀ କରୁଛନ୍ତି କଣ?

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ ।
Read More...