Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
ଆଇନ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ମୃତ, ନିଖୋଜ କିମ୍ବା ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ସୂର୍ଯ୍ୟକାନ୍ତ,!-->!-->!-->…
Read More...
Read More...
ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ଅହମଦାବାଦ: ଆସନ୍ତା ଜୁଲାଇ ୧୬ ତାରିଖରେ ଅହମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ଜଗନ୍ନାଥଙ୍କ ୧୪୯ତମ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ୩୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହେବେ ବୋଲି ଅହମଦାବାଦ ପୋଲିସ ସୂଚନା ଦେଇଛି। ରଥଯାତ୍ରା ଉପରେ ନଜର!-->…
Read More...
Read More...
ଗର୍ଭପାତ ପାଇଁ ସ୍ୱାମୀଙ୍କ ସମ୍ମତି ଆବଶ୍ୟକ ନୁହେଁ
ମଧ୍ୟପ୍ରଦେଶ: ଗର୍ଭପାତ ଓ ମହିଳାଙ୍କ ପ୍ରଜନନ ଅଧିକାର ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗର୍ଭରେ ଥିବା ଶିଶୁକୁ ଜନ୍ମ ଦେବେ କି ଗର୍ଭପାତ କରିବେ, ସେହି ନିଷ୍ପତ୍ତି ନେବାର ଅଧିକାର କେବଳ ମହିଳାଙ୍କର।!-->…
Read More...
Read More...
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ପଶ୍ଚିବମଙ୍ଗ: ଜାଲ ଦସ୍ତଖତ ମାମଲାରେ ପଶ୍ଚିମବଙ୍ଗର ରାଜନୀତି ଆହୁରି ସରଗରମ ହୋଇଛି। ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟସ୍ଥିତ ବାସଭବନରେ ସିଆଇଡି ଚଢ଼ାଉ କରିଥିବା ବେଳେ ୩୦ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍ରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ!-->…
Read More...
Read More...
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ
ନୂଆ ଦିଲ୍ଲୀ: ବିବାହିତ ଝିଅମାନଙ୍କ ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଗାମୀ ରାୟ ଦେଇଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିବାହ ପରେ ମଧ୍ୟ ଜଣେ ଝିଅ ତାଙ୍କ ପିତାମାତାଙ୍କ ପରିବାରର ସଦସ୍ୟ!-->…
Read More...
Read More...
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଟି ପୋଲିସ ଆସନ୍ତା ମେ ୩୧ରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ୨୦୨୬ ଫାଇନାଲ୍ ପୂର୍ବରୁ ସହରବାସୀ ଓ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଜାରି କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲକୁ ପହଞ୍ଚିଥିବାରୁ ସହରରେ ଆଇନଶୃଙ୍ଖଳା ରକ୍ଷା!-->…
Read More...
Read More...
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
ପଶ୍ଚିମବଙ୍ଗ: ସୁରଜିତ ନାଥ ମିତ୍ରଙ୍କୁ ପଶ୍ଚିମବଙ୍ଗର ନୂତନ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ କରାଯାଇଛି। ସେ କିଶୋର ଦତ୍ତଙ୍କ ସ୍ଥାନ ଗ୍ରହଣ କରିଛନ୍ତି। କିଶୋର ଦତ୍ତ ଗତ ମେ ୫ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ। ୧୯୮୩ ମସିହାରୁ ଆଇନ ପେଶାରେ କାର୍ଯ୍ୟରତ ସୁରଜିତ ନାଥ ମିତ୍ରଙ୍କର ସିଭିଲ୍!-->…
Read More...
Read More...
ପଞ୍ଜାବର ଶିଳ୍ପ ମନ୍ତ୍ରୀ ସଞ୍ଜୀବ ଅରୋରା ମନି ଲଣ୍ଡରିଂ ମାମଲାରେ ଗିରଫ
ପଞ୍ଜାବ: ସଂଜୀବ ଅରୋରା ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ପଞ୍ଜାବର ଶିଳ୍ପ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଥିବା ସଞ୍ଜୀବ ଅରୋରାଙ୍କ ବିରୋଧରେ ଜମି କାରବାର, ଭୁଆ ଜିଏସଟି ବିଲ୍, ହାୱାଲା ଏବଂ ଦୁବାଇରୁ ଭାରତକୁ ଅବୈଧ ଟଙ୍କା!-->…
Read More...
Read More...
ସୁପ୍ରିମକୋର୍ଟରୁ ପବନ ଖେଡାଙ୍କୁ ବଡ଼ ଆଶ୍ୱସ୍ତି
ନୂଆ ଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଜାଲ କାଗଜପତ୍ର ଓ ମାନହାନି ସହିତ ଜଡିତ ଏକ ମାମଲାରେ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତଦନ୍ତ ପ୍ରଭାବିତ ହେବା ଉଚିତ୍ ନୁହେଁ, କିନ୍ତୁ!-->…
Read More...
Read More...
ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ
ନ୍ୟୁଜ୍ ବ୍ୟୁରୋ: ଦେଶରେ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କରି ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହିଳା ସଂରକ୍ଷଣ!-->…
Read More...
Read More...