Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ
Browsing Category
ଆଇନ
ଆଇନଜୀବୀଙ୍କ ଉପରୁ ହଟିଲା କଟକଣା
ସମ୍ବଲପୁର; ନିର୍ଦ୍ଦେଶ କୋହଳ କଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । ସମ୍ବଲପୁର ବାର୍ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ହୋଇଥିବା ନିର୍ଦ୍ଦେଶନାମାକୁ ବାର୍ କାଉନସିଲ ଅଫ ଇଣ୍ଡିଆ ପ୍ରତ୍ୟାହାର କରିନେଇଛି । କୋର୍ଟ ପରିସରରେ ହୋଇଥିବା ଘଟଣାରେ ମୋଟ୍ ୫୪ ଜଣ ଆଇନଜୀବୀଙ୍କୁ!-->…
Read More...
Read More...
ଓକିଲଙ୍କ ଆନ୍ଦୋଳନକୁ ନେଇ ଅଦାଲତରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି
ସମ୍ବଲପୁର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ କୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ!-->…
Read More...
Read More...
ଜାମା ମସଜିଦରେ ଝିଅଙ୍କ ପ୍ରବେଶରେ ଲାଗିଲା ରୋକ
ନୂଆଦିଲ୍ଲୀ; ଦେଶର ରାଜଧାନୀ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଜାମା ମସଜିଦ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି । ଏଣିକି ଝିଅମାନେ ଏକାକୀ କିମ୍ବା ଗ୍ରୁପ ହୋଇ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ । କମିଟି ପକ୍ଷରୁ କୁହାଯାଇଛି ଯେ ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି!-->…
Read More...
Read More...
ମହିମା ଗାଦିରେ ଚାଲିଛି ଜବରଦଖଲ ଉଚ୍ଛେଦ
ଢ଼େଙ୍କାନାଳ; ବିଶ୍ଵପ୍ରସିଦ୍ଧ ଯୋରନ୍ଦାସ୍ଥିତ ମହିମା ଗାଦିରେ ଚାଲିଲା ଜେସିବି । ମହିମାପୀଠ ପରିସରରେ ଥିବା ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା, କୌପୁନି ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି ।
ସୂଚନା ଅନୁଯାୟୀ, ମହିମା ପୀଠରେ ଥିବା ଉଭୟ!-->!-->!-->…
Read More...
Read More...
ଜେଲରୁ ମୁକୁଳିଲେ ସାଂସଦ ସଞ୍ଜୟ ରାଉତ
ନୂଆଦିଲ୍ଲୀ; ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ ମିଳିଛି । ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସଞ୍ଜୟ । ତେବେ ଦୀର୍ଘ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସଞ୍ଜୟଙ୍କୁ ଆଜି ଜାମିନ ଦେଇଛନ୍ତି। ଏଥିସହିତ!-->…
Read More...
Read More...
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ; ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ!-->…
Read More...
Read More...
କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି କୋର୍ଟଙ୍କ ନିର୍ଦ୍ଦେଶ
ବେଙ୍ଗାଲୁରୁ: କଂଗ୍ରେସ ଓ ଭାରତ ଯୋଡ ଯାତ୍ରାରେ ଟ୍ୱିଟର ହ୍ୟାଣ୍ଡଲ ଉପରେ ସାମୟିକ ରୋକ ଲଗାଇଛନ୍ତି କୋର୍ଟ । କପିରାଇଟ ଆକ୍ଟ ଅନୁସାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ର ଏକ ଗୀତକୁ ବ୍ୟବହାର!-->…
Read More...
Read More...
ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ; ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।
ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭!-->!-->!-->…
Read More...
Read More...
ଆଇନ ଜାଲରେ ଫସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
ବେଙ୍ଗାଲୁରୁ: ଭାରତ ଯୋଡୋ ଯାତ୍ରା ସମୟରେ କନ୍ନଡ ଚଳଚ୍ଚିତ୍ର ‘କେଜିଏଫ୍ ଅଧ୍ୟାୟ ୨’ର ସଙ୍ଗୀତର ଅନଧିକୃତ ବ୍ୟବହାର ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳର ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।ତାଙ୍କ ବିରୋଧରେ ଲାଗିଲା କପି-ରାଇଟ୍ କେସ୍।
ଅଭିଯୋଗ ମୁତାବକ,!-->!-->!-->…
Read More...
Read More...
ପେନ୍ସନ୍ ଯୋଜନାକୁ ନେଇ ସୁପ୍ରିମ୍କୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ; ୨୦୧୪ ମସିହାର କର୍ମଚାରୀଙ୍କ ପେନସନ୍ (ସଂଶୋଧନ) ଯୋଜନା ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ ।
ପ୍ରଧାନ ବିଚାରପତି!-->!-->!-->…
Read More...
Read More...