Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍କୁ ବସ ବନ୍ଦ
Browsing Category
ଆଇନ
ଏକାଧିକ ସରକାରୀ ପ୍ଲଟ ନେବା ଉପରେ ଲାଗିଲା ରୋକ୍
କଟକ: ଇଚ୍ଛାଧୀନ କୋଟାରେ ଏକାଧିକ ସରକାରୀ ପ୍ଲଟ ନେବା ଉପରେ ଲାଗିଲା କଟକଣା।।ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ପ୍ଲଟ ନେଇପାରିବେ। ପୂର୍ବରୁ ପ୍ଲଟ!-->…
Read More...
Read More...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ
ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ। ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଏବେ ଜେଲରେ। ତେବେ ଉମେଶ ଜେନାଙ୍କ!-->…
Read More...
Read More...
ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡରାୟ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି!-->…
Read More...
Read More...
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା
ଭୁବନେଶ୍ବର; ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା। ଗାଡ଼ି ମାଲିକଙ୍କ ବିରୋଧରେ ଚାଲାଣ କାଟିଲାଣି ପରିବହନ ବିଭାଗ। ଗତ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ନାଁରେ ଚାଲାଣ କଟାଗଲାଣି। ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ କଟାଯାଉଛି ଚାଲାଣ। କେବଳ!-->…
Read More...
Read More...
ଆଜି ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି ବିଚାରପତି ଆସନ ରହିଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼!-->…
Read More...
Read More...
୪ ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି
ନୂଆଦିଲ୍ଲୀ: ଆଜି ଦେଶର ୪ଟି ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ମିଳିଥିବା କଥା କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ଟୁଇଟ୍ କରି କେନ୍ଦ୍ର ଆଇନ ମନ୍ତ୍ରୀ ଲେଖିଛନ୍ତି: ଭାରତର ସମ୍ବିଧାନ ବ୍ୟବସ୍ଥା ଅନୁସାରେ, ନିମ୍ନ ଲିଖିତ ବିଚାରପତିମାନଙ୍କୁ ବିଭିନ୍ନ!-->…
Read More...
Read More...
ଏୟାରପୋର୍ଟ ଥାନା ପାଇଖାନl ଟାଙ୍କିରୁ ମିଳିଛି ହାତ ଲେଖା ଚିଠି
ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ପଡିଛି ଗୋପାଳର ହାତ ଲେଖା କାଗଜ। ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ!-->…
Read More...
Read More...
ନବ ଦାସଙ୍କ ହତ୍ୟା ଘଟଣା: ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ
କଟକ: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।
ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ!-->!-->!-->…
Read More...
Read More...
ବେଣୁଗୋପାଳଙ୍କୁ ମିଳିଲା ଅନ୍ତରୀଣ ଜାମିନ୍
ମୁମ୍ବାଇ: ବେଣୁଗୋପାଳ ଧୂିତଙ୍କୁ ମିଳିଲା ଅନ୍ତରୀଣ ଜାମିନ୍। ‘ଆଇସିଆଇସି’ ବ୍ୟାଙ୍କ୍-ଭିଡିଓକନ୍ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍ ଗ୍ରୁପ୍’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ!-->…
Read More...
Read More...
ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର
କଟକ: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଗତକାଲି ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ପୁଲିସର ସମନ ପାଇଁ ଆଜି ମହିଳା ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଶ୍ରେୟା ମିଶ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ନେଇ ପତ୍ନୀ!-->…
Read More...
Read More...