ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

ଆଇନ

ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଯେବେ ବିଚାରପତିମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ପାଆନ୍ତି, ସେବେ ଅଭିଯୋଗ କଲେ ତଦନ୍ତକାରୀ ସଂସ୍ଥାମାନେ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ସିବିଆଇ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କୌଣସି ଉତ୍ତର ଦିଅନ୍ତି ନାହିଁ। ଆଉ ଯଦି କିଛି ପ୍ରତିକୂଳ ଆଦେଶ
Read More...

ସତ ହୋଇଥିଲେ, ସାଂଘାତିକ…

ନୂଆଦିଲ୍ଲୀ: ମୁଁ ଜାଣିନି, ଯଦି ଗଣମାଧ୍ୟମ ରିପୋର୍ଟ ସତ ଥାଏ, ତେବେ ମାମଲାଟି ଅତ୍ୟନ୍ତ ଗମ୍ଭୀର। ପେଗାସସ୍ ସ୍ପାଏ ଓ୍ବେର୍ ଶୁଣାଣି ବେଳେ ଆଜି ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନଙ୍କ ସଂପର୍କରେ ହୋଇଥିବା ଗୁଇନ୍ଦାଗିରିର
Read More...

ସିଧାପ୍ରସାରଣକୁ ବାରର ବିରୋଧ

ହାଇକୋର୍ଟରେ ମାମଲାର ସିଧାପ୍ରସାରଣ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ । ପ୍ରତିବାଦରେ ବୁଧବାର ଯାଏ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ
Read More...

ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ଲାଗି ସଜବାଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣା ଏକ ବଡ଼ କଥା କହିଛନ୍ତି। ଗୁଜକାଟ ହାଇକୋର୍ଟର ଲାଇଭ୍ ପ୍ରକ୍ରିୟାର ଭର୍ଚୁଆଲରେ ଉଦଘାଟନ କରି ସେ କହିଲେ ଯେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟର ଶୁଣାଣୀ ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ। ଲୋକଙ୍କ ନିକଟରେ କୋର୍ଟଙ୍କ
Read More...

ସୁପ୍ରିମକୋର୍ଟରେ ଆଜି ପରୀ ଶୁଣାଣି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟର ଚାରି ନମ୍ବର କୋର୍ଟରେ ଆଇଟମ ନମ୍ବର ୧୫ରେ ପରି ଏହି ମାମଲା ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ଏ ଏମ୍‌ ଖାଓ୍ବଲିକର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଙ୍କ କୋର୍ଟରେ ମାମଲାର
Read More...

ରଥଯାତ୍ରା ଶୁଣାଣି ବେଳେ ଏମିତି କହିଲେ ଜଷ୍ଟିସ୍ ରମନ୍ନା

କେବଳ ପୁରୀରେ ହେବ ରଥଯାତ୍ରା, ଅନ୍ୟ କେଉଁଠି ନୁହେଁ: ଏକାଧିକ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜଜଷ୍ଟିସ୍ ରମଣା ବଡ ରାୟ ଦେଇ କହିଲେ ଏମିତି କରିବାକୁ ମତେ ଭଲ ଲାଗୁନି, କିନ୍ତୁ ଆମେ ମଧ୍ୟ ନାଚାରଆସନ୍ତାବର୍ଷ କୋଭିଡ୍ ସ୍ଥିତି ସୁଧୁରିଲେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ,ଏ ଆଶା
Read More...

ଜୁଲାଇ ୩୧ ସୁଦ୍ଧା ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ

କୌଣସି ସରକାର ଭୁଲିବା ଉଚିତ୍ ନୁହେଁ ଯେ ଖାଦ୍ୟ ଅଧିକାର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟକୌଣସି ଲୋକ ଭୋକରେ ରହିପାରିବେ ନାହିଁ, ଶୁଖିଲା ଖାଦ୍ୟ ଦିଅ, ନହେଲେ ରୋଷେଇ କର ନୂଆଦିଲ୍ଲୀ: ଗୋଟିଏ ଦେଶରେ ଗୋଟିଏ ରାସନ୍ କାର୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ
Read More...

ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ

ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ
Read More...

ତଥ୍ୟ ଚାପି ତଣ୍ଡ ଗଣିଲେ ବାବୁ

ଭୁବନେଶ୍ୱର: ଜଣେ ସୂଚନା ଆବେଦନକାରୀଙ୍କୁ ମଗାଯାଇଥିବା ତଥ୍ୟ ଦେବା ବଦଳରେ ସରକାରୀ ବାବୁ ତାହାକୁ ଚାପି ଦେବା ଘଟଣାରେ ରାଜ୍ୟ ସୂଚନା କମିସନ ବିକ୍ରମ ସେନାପତି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜରିମାନା ଆଦେଶ ଦେଇଛନ୍ତି।ତଥ୍ୟ ଦେବା ବଦଳରେ ଏଥିରେ ବାଧକ ସାଜିଥିବା ଅଭିଯୋଗରେ କମିସନ ରାଜ୍ୟ
Read More...

ଅନ୍‌ଲକ୍-୫: କେତେ କୋହଳ, ଜାଣନ୍ତୁ

● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟର● ୫୦% ଦର୍ଶକରେ ଖୋଲିବ ସିନେମା ହଲ● ୩୧ ଅକ୍ଟୋବର ଯାଏ କଣ୍ଟେନମେଣ୍ଟ ଜୋନରେ କଠୋର ଲକଡାଉନ କଟକଣା ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ
Read More...