Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category
ଆଇନ
କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ!-->…
Read More...
Read More...
ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା
ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ ।
ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା!-->!-->!-->!-->!-->…
Read More...
Read More...
ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ
ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା!-->!-->!-->…
Read More...
Read More...
ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ
ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି!-->…
Read More...
Read More...
ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସହ ଖେଳ!
ଏମିତି କହି ସିବିଆଇକୁ ନିର୍ଧୁମ ବର୍ଷିଲେ କୋର୍ଟଅଡୁଆରେ ନାଗେଶ୍ବର, ଅଦାଲତ ଅବମାନନା ନୋଟିସ
ନୂଆଦିଲ୍ଲୀ : ସିବିଆଇକୁ ବିବାଦ ପିଛା ଛାଡୁନାହିଁ। ଆଲୋକ ବର୍ମା ଓ ରାଜେଶ ଆସ୍ତାନାଙ୍କୁ ନେଇ ଚର୍ଚ୍ଚା ଥମିନି। ଓଡ଼ିଶା କ୍ୟାଡର ଆଇପିଏସ୍ ତଥା ସିବିଆଇ ଯୁଗ୍ମ ନିର୍ଦେଶକ ନାଗେଶ୍ବର!-->!-->!-->…
Read More...
Read More...
ରବର୍ଟଙ୍କୁ ଇଡିର ପଚରାଉଚରା
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ପ୍ରବର୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବିଦେଶରେ ସମ୍ପତ୍ତି କିଣିଥିବା ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି । ରବର୍ଟଙ୍କୁ ନିଜେ ପ୍ରିୟଙ୍କା ପ୍ରିୟଙ୍କା ଗାନ୍ଧୀ ଭଦ୍ରା!-->…
Read More...
Read More...
ସବୁଠି ଚର୍ଚ୍ଚାରେ ସିବିଆଇ
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍!-->…
Read More...
Read More...
ସୂଚନା କମିସନରେ କେବଳ ବାବୁ କାହିଁକି
ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ!-->…
Read More...
Read More...
ଜଣେ ବିଚାରପତି ଅନୁପସ୍ଥିତ ବୋଲି
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟ ମାମଲାର ଶୁଣାଣି ଜାନୁଆରି ୨୯ ତାରିଖ ଅର୍ଥାତ୍ ସୋମବାର ହେବ ନାହିଁ । ରବିବାର ଦିନ ଏହାକୁ ବାତିଲ କରାଯାଇଛି । ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ଜଷ୍ଟିସ ଏସ ଏ ବବ୍ଡେ ଅନୁପସ୍ଥିତ ରହୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୫ ତାରିଖ ଦିନ…
Read More...
Read More...
ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ
କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ…
Read More...
Read More...