Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ
Browsing Category
ବଡ ଖବର
ପୁଣି ମାତିଲେ ନବୀନ; ବିରୋଧୀ ଛତ୍ରଭଙ୍ଗ ଦେଲେ କି?
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂରା ଓଡ଼ିଶା ବୁଲିବେ ବିଜେଡି ସୁପ୍ରିମୋ୫୫ ପ୍ରତିଶତ ଭୋଟ ହାତେଇବା ଲାଗି ନେତାଙ୍କୁ ଟାର୍ଗେଟ ଦେଇଛନ୍ତିନିଜେ ବୁଲୁଛନ୍ତି, ଗାଁ ଗଣ୍ଡା ଗଲେଣି ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାସଂଗଠନ ସଂପାଦକ ବବି ଦାସଙ୍କ ହାତରେ ଏବେ ବଡ ଦାୟିତ୍ବଯେଉଁଠି ରହିଲେ, ବିଜେଡି!-->…
Read More...
Read More...
ଦିନେ ଏଠାରେ ନରବଳି ଦିଆଯାଉଥିଲା!
ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି।
କିମ୍ୱଦନ୍ତୀ କହେ,!-->!-->!-->…
Read More...
Read More...
ଏଠାରେ ମାଆଙ୍କୁ ଯିଏ ଥରେ ଯାହା ମାଗିଛି, ତାହା ପାଇଛି
ଆଜି ଷୋଳ ପୂଜାର ଦ୍ବାଦଶ ଦିବସ, ପୁରୀ ଜିଲ୍ଲାର ବିଭିନ୍ନ ଗାଁ, ସାହିରେ ବିମାନରେ ଦର୍ଶନ ଦେଉଛନ୍ତି ଦୁର୍ଗା-ମାଧବ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ। ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର। ଏହି ପୀଠରେ ଦୁର୍ଗାପୂଜା!-->!-->!-->…
Read More...
Read More...
ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!
ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣିବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ!-->…
Read More...
Read More...
ମୋଡି ଦେଲେଣି ସୂଚନା ଅଧିକାର ଆଇନର ଡଙ୍କ
ଆଇନ ରାସ୍ତାରେ ବାବୁମାନେ ହିଁ କଣ୍ଟା; ସ୍ବତଃ ଦେଉନାହାନ୍ତି, ମାଗିଲେ ବି କୁନ୍ଥକୁନ୍ଥ୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏହି ଆଇନଜଳଦ ତ୍ରିପାଠୀ ଦାୟିତ୍ବ ନେଲା ପରେ ସ୍ଥିତି ବଦଳିବ କି ନାହିଁ, ତାହା ଉପରେ ଏବେ ନଜର
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକସେବା!-->!-->!-->…
Read More...
Read More...
ବଲାଙ୍ଗୀର ପାଟଣେଶ୍ବରୀଙ୍କ ପାଖରେ ଖଣ୍ଡା ପୂଜା କାହିଁକି?
ଆଜି ଷୋଳ ପୂଜାର ଏକାଦଶ ଦିବସ, ନବରାତ୍ର ଉପବାସ କରି ଭକ୍ତ ଡାକୁଛନ୍ତି ମାଆଙ୍କୁ
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା। କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ!-->!-->!-->…
Read More...
Read More...
ପ୍ରତି ସଂକ୍ରାନ୍ତିରେ ଭୈରବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କାହିଁକି?
ଷୋଳ ପୂଜାର ଆଜି ଦଶମ ଦିବସ, ଚଣ୍ଡିପାଠରେ କମ୍ପୁଛି ଦେବୀ ପୀଠ
ଭୁବନେଶ୍ବର: ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଦେବୀ ପୀଠ ରହିଛି, ଯେଉଁଠି ଶାରଦୀୟ ପୂଜାର ମହତ୍ତ୍ୱ କିଛି ଅଲଗା। ଏହା କିନ୍ତୁ ଉପକୂଳ କିମ୍ୱା ପଶ୍ଚିମ ଓଡ଼ିଶାରେ ନୁହେଁ: ବରଂ ଦକ୍ଷଣ ଓଡ଼ିଶାର ଏହି ଦେବୀ ପୀଠ ଅବିଭକ୍ତ ଗଞ୍ଜାମ!-->!-->!-->…
Read More...
Read More...
ଶ୍ରୀମନ୍ଦିର ସହିତ ମାଆ ସମଲେଇଙ୍କର କି ସଂପର୍କ ରହିଛି?
ଷୋଳ ପୂଜାର ଆଜି ନବମ ଦିବସ, ନବରାତ୍ରି ପାଇଁ ମାନସିକରେ ଭକ୍ତ
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ୱଲପୁର ସହରରେ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ। କିମ୍ୱଦନ୍ତୀ କୁହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦେଶରେ!-->!-->!-->…
Read More...
Read More...
କେଉଁ ମନ୍ତ୍ରରେ ପୂଜା ପାଆନ୍ତି ମାଆ ତାରିଣୀ, ଜାଣନ୍ତୁ
ଆଜି ଷୋଳପୂଜାର ଅଷ୍ଟମ ଦିବସ, ଦେବୀ ମନସ୍କ ହେଉଛି ସାରା ଓଡ଼ିଶା
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କି.ମି ଦୂରରେ ଓଡିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠ ଅବସ୍ଥିତ। ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଆ ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୁପେ!-->!-->!-->…
Read More...
Read More...
ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!
ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ
!-->!-->!-->…
Read More...
Read More...