Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category
ବଡ ଖବର
୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ’ଅସାନି‘
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ରୂପ ନେଲା ଗଭୀର ଅବପାତ । ୧୨ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ!-->!-->!-->…
Read More...
Read More...
ବାଣିଜ୍ୟରେ ଡିଗ୍ରୀଧାରୀ ମାନେ ହେବେ ସରକାରୀ ଶିକ୍ଷକ
କଟକ: ବାଣିଜ୍ୟରେ ଡିଗ୍ରୀଧାରୀ ମାନେ ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍ ଏବଂ ଅର୍ଥନୀତି କୁ ସ୍କୁଲ୍ ପାଠ ହିସାବରେ ଗ୍ରହଣ କରାଯିବ । ଏହି ଆଧାରରେ ବାଣିଜ୍ୟ!-->…
Read More...
Read More...
ଅବପାତ ପରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର
ଆଜି ସକାଳେ ଦକ୍ଷିଣ ଆଣ୍ଡମାନ ସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ରହିଛି। ଆସନ୍ତା କାଲି ସନ୍ଧ୍ୟା ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଡିପ୍ରେସନ୍ ରେ ପରିଣତ ହେବ ।ଏହା ପରେ ଉତ୍ତର ପଶ୍ଚିମ ଦିଗରେ!-->…
Read More...
Read More...
ଧର୍ମେନ୍ଦ୍ର ଠିକ୍ ନା ଅପରାଜିତା?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ବିଜେପିରେ ଦୁଇଟି ସ୍ବରଚିନ୍ତାରେ କର୍ମୀ, କାହା ସହିତ ଯିବେ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁରାଜ୍ୟ ସଭାପତି ଚୁପ୍, ପୁରୀ ସାଂସଦ ଓ ବିଧାୟକଙ୍କ ଭୂମିକା ସନ୍ଦେହମୁକ୍ତ ନୁହେଁ
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ!-->!-->!-->…
Read More...
Read More...
ନବୀନଙ୍କୁ ଦଳୀୟ ନେତାଙ୍କ ରିପୋର୍ଟ କାର୍ଡ ଦେବେ ପର୍ଯ୍ୟବେକ୍ଷକ
ଆଜିଠୁ ୩୩ ସାଗଂଠନିକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକତିନି ଦିନ ଧରି ଚାଲିବ ସମୀକ୍ଷା, ଜଣ ଜଣ କରି ୧୧ଜଣ ପର୍ଯ୍ୟବେକ୍ଷକ ସୁପ୍ରିମୋଙ୍କୁ ଦେବେ ତଥ୍ୟଭଲ କରିଥଲେ ପୁରସ୍କୃତ କରିପାରନ୍ତି ନବୀନ, ଖରାପ ପ୍ରଦର୍ଶନକାରୀଙ୍କୁ ବି ମିଳିପାରେ ଦଣ୍ଡବିଜେଡି!-->…
Read More...
Read More...
ନିର୍ଦେଶ ମିଳିଗଲା; ଧର୍ମେନ୍ଦ୍ର ଓ ଅଶ୍ବିନୀ ଓଡ଼ିଶାରୁ ଲଢ଼ିବେ
ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ କହିଲେ, ଓଡ଼ିଶାରେ ଖେଳ ଆରମ୍ଭ ହୋଇଗଲାଣିଆଗକୁ ଅଧିକ ଆସନ ଲକ୍ଷ୍ୟ, ଖାରବେଳ ହୋଇପାରନ୍ତି ବାଲେଶ୍ବର ପ୍ରାର୍ଥୀପ୍ରତାପ, ବସନ୍ତ, ସୁରେଶ, ନୀତେଶ ଗଙ୍ଗଦେବଙ୍କୁ ଦଳ ବିଧାନସଭାରୁ ଲଢ଼ାଇପାରେ
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା!-->!-->!-->…
Read More...
Read More...
ମନଲାଖି ନେତା ପାଉନାହାନ୍ତି ସୋନିଆ
ପ୍ରଶାନ୍ତଙ୍କ ଫର୍ମୁଲା ପରେ କଂଗ୍ରେସରେ ଉତ୍ସାହଚାରି କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇପାରେଆଲୋଚନା ପାଇଁ ୨୨ରେ ଆସୁଛନ୍ତି ଚେଲ୍ଲାକୁମାର
ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ସଂକ୍ରାନ୍ତରେ ଯେଉଁ ଫର୍ମୁଲା କଂଗ୍ରେସ ହାଇକମାଣ୍ଡଙ୍କୁ ଧରାଇଛନ୍ତି,!-->!-->!-->…
Read More...
Read More...
ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକପ୍ରିୟତା ହରାଇଲା କେମିତି?
ପୁରୀରେ ଅସନ୍ତୋଷ ବଢୁଛି, ବିଜେପି ଏହାକୁ ପ୍ରସଙ୍ଗ କରି ଆଗକୁ ବଢୁଛିଅନ୍ୟ ରାଜନୈତିିକ ଦଳ, ସାମାଜିକ ସଂଗଠନ ଧୀରେ ଧୀରେ ଏକାଠି ହେଉଛନ୍ତିବିଜେଡିି ଓ ପ୍ରଶାସନ ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇସାରିଲେଣିନବୀନଙ୍କର ଏହା ସ୍ବପ୍ନର ପ୍ରକଳ୍ପ ଥିଲା, ଏତେବଡ ପ୍ରକଳ୍ପକୁ ବିଗାଡିଲା କିଏ?!-->…
Read More...
Read More...
ଋଷକୁ ବଡ଼ ଝଟକା, ବିସ୍ଫୋରଣରେ ଯୁଦ୍ଧ ଜାହାଜ ଧ୍ୱଂସ
ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ବଡ଼ ଝଟକା ଲାଗିଛି। କୁହାଯାଉଛି, ବ୍ଲାକ ସିରେ ଋଷର ଏକ ମିସାଇଲ କ୍ରୁଜ ଧ୍ୱଂସ ହୋଇାଇଛି। ଏହା ପରେ ମିସାଇଲ କ୍ରୁଜର ମୋସ୍କାଭାର କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
!-->!-->!-->…
Read More...
Read More...
ବିଜୟଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ
କିଏ କହୁଛି ବିଜେଡିକୁ ଫେର; ଆଉ କାହାର ମତ ଆପ୍ ନ ହେଲେ ନୂଆ ଆଞ୍ଚଳିକ ଦଳରାମନବମୀରେ ବନ୍ଧୁମିଳନ ଆଳରେ ଖୋଲା ଆଲୋଚନା ଆରମ୍ଭ କରାଗଲାଆଉ କେତୋଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିକଟତମ ମହଲରୁ ସୂଚନା
ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଲାଗି କୌଶଳ!-->!-->!-->…
Read More...
Read More...