ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ
Browsing Category

ଅପରାଧ

ହିଜାବ ବିରୋଧୀ ଆନ୍ଦୋଳନରେ ଗୁଳିମାଡ଼; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ଆଖିବୁଜା ଗୁଳିମାଡ଼ରେ ଥରିଲା ଇରାନ ମାର୍କେଟ । ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାରରେ ହୋଇଛି ।
Read More...

ଜେଲରୁ ମୁକୁଳିଲେ ସାଂସଦ ସଞ୍ଜୟ ରାଉତ

ନୂଆଦିଲ୍ଲୀ; ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ ମିଳିଛି । ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସଞ୍ଜୟ । ତେବେ ଦୀର୍ଘ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସଞ୍ଜୟଙ୍କୁ ଆଜି ଜାମିନ ଦେଇଛନ୍ତି। ଏଥିସହିତ
Read More...

ପୁରୀରେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

ପୁରୀ; ପୁଣି ଅଶାନ୍ତ ହେଲା ପୁରୀ ସହର । ଯୁବ ଆଇନଜୀବୀଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ । ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି। ଆସନ୍ତାକାଲି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁରା
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ଼। ଏକ ରାଲିରେ ଯାଉଥିବା ବେଳେ ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଖୋଇଛି ଆଖିବୁଜା ଫାୟାରିଂ। ଏକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ  । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ 
Read More...

ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ; ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କରିଦେଇଛନ୍ତି ତାଙ୍କ ଓକିଲ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍
Read More...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍‌

ଝାଡଖଣ୍ଡ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ବେଆଇନ ଖଣି ମାମଲାରେ ଆସନ୍ତାକାଲି ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ସମନ୍‌ରେ ଉଲ୍ଲେଖ ଅଛି ।
Read More...

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ ନିହାରରଂଜନ

ଭୁବନେଶ୍ବର: ଆଜି ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହ ଭିଜିଲାନ୍ସ ଚଢାଉ କରାଯାଉଛି।ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି
Read More...

ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମ ଖାନ୍

୩ ବର୍ଷ ଜେଲ ଯିବେ ଆଜମ ଖାନ୍ସମାଜବାଦୀ ନେତା ଅଛନ୍ତି ଆଜମ ଖାନଘୃଣା ଓ ଉସୁକାଇଲା ଭଳି ଦେଇଥିଲେ ଭାଷଣଭାଷଣ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉତ୍ତରପ୍ରଦେଶ; ବଢ଼ିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅଡୁଆ। ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା
Read More...

ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ

ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ 'ଆଇଟମ୍' କହିବା ସହିତ ନାବାଳିକାର କେଶ
Read More...

ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ, ଚାଲିଗଲା ୩ ଜୀବନ

ଆମେରିକା; ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । ଏବେ ପୁଣି ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ଶିକ୍ଷକ, ଛାତ୍ରୀ ଏବଂ ଆକ୍ରମଣକାରୀଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି
Read More...