ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ସ୍ୱାସ୍ଥ୍ୟ

ଥଣ୍ଡା ସିରପ ପିଇ ୧୮ଶିଶୁଙ୍କ ଜୀବନ ଗଲା

ଉଜବେକିସ୍ତାନ; କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଘଟଣାରେ ଭାରତୀୟ କମ୍ପାନୀକୁ ଦୋଷ ଦେଇଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି,ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ
Read More...

ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’

ୟୁଏଇ; କରୋନାକୁ ନେଇ ନୂଆ ଗାଇଡଲାଇନ୍ ଆଣିଲା ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ । ଏଣିକି ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଆସୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ ଜାରି କରିଛି ନୂଆ କୋଭିଡ୍ ମାର୍ଗଦର୍ଶିକା । ଗାଇଡଲାଇନ୍ ମୁତାବକ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରୁ ଆସୁଥିବା ସମସ୍ତ
Read More...

ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ନାଜାଲ ଭାକ୍ସିନ ମନା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି। ଭାରତରେ ନାଜାଲ ଟିକା ବା ନାକରେ ପଡ଼ି ପାରୁଥିବା ଟିକାର ପ୍ରଚଳନ କରାଯାଇଛି। କୋୱିନ ଆପ୍‌ ଜରିଆରେ ପଞ୍ଜୀକରଣ କରି ଜଣେ ପ୍ରାପ୍ତ ବୟସ୍କ ଏହି ଟିକାକୁ ନେଇ ପାରିବେ। କିନ୍ତୁ କରୋନା ବିରୋଧରେ ବୁଷ୍ଟର ବା ତୃତୀୟ ଡୋଜ୍‌ ନେଇ
Read More...

କରୋନା ମୁକାବିଲା ପାଇଁ ଦେଶ କେତେ ପ୍ରସ୍ତୁତ ?

ନୂଆଦିଲ୍ଲୀ; ବିଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ନେଇ ସତର୍କ ହେଲାଣି ଭାରତ । କରୋନା ମୁକାବିଲା ପାଇଁ ଦେଶ କେତେ ପ୍ରସ୍ତୁତ, ତାହା ପରିଖିବାକୁ ଆଜି ଦେଶବ୍ୟାପୀ ହୋଇଛି ମକଡ୍ରିଲ୍ । ଏହି ମକଡ୍ରିଲରେ ହସ୍ପିଟାଲ ଓ ମେଡିକାଲ କଲେଜ ଗୁଡ଼ିକରେ କରୋନା ମୁକାବିଲା ପାଇଁ
Read More...

ଘୋଷଣା ହେଲା ନାଜାଲ ଭ୍ୟାକ୍ସିନର ଦାମ୍

ନୂଆଦିଲ୍ଲୀ; ସାରା ବିଶ୍ୱରେ ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହୋଇଥିବା ବେଳେ ଏବେ ଏନେଇ ଏକ ପାଦ ଆଗକୁ ବଢିଛନ୍ତି ସରକାର । ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା କରିଛନ୍ତି କେନ୍ଦ୍ର
Read More...

ହସ୍ପିଟାଲରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ; ବିଗିଡ଼ିଲା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବସ୍ଥ୍ୟାବସ୍ଥା । ଏନେଇ ସୋମବାର ପୂର୍ବାହ୍ନରେ AIIMSରେ ଭର୍ତ୍ତି ହୋଇଛନ୍ତି ନିର୍ମଳା ସୀତାରମଣ । ସୂଚନାନୁସାରେ, ସୋମବାର ଦିନ ୧୨ଟାରେ ଅର୍ଥମନ୍ତ୍ରୀ AIIMSର ଘରୋଇ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟଗତ
Read More...

୨୦ ଦିନରେ ୨୫ କୋଟି ସଂକ୍ରମିତ

ନ୍ୟୁଜ୍ ବ୍ୟୁରୋ; ସାରା ବିଶ୍ୱକୁ ଘାରିଲାଣି କରୋନା ମହାମାରୀର ଚତୁର୍ଥ ଲହର ଚିନ୍ତା । ୯୧ ଦେଶକୁ କବଜ୍ଜାକୁ ନେଇଛି କରୋନାର ବିଏଫ-୭ ଭାରିଆଣ୍ଟ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ ହୋଇଛ କରୋନା । ଜାପାନରେ ୧ ଲକ୍ଷ ୭୩ ହଜାର ଚିହ୍ନଟ ହୋଇଛି ଦୈନିକ ସଂକ୍ରମିତ ସଂଖ୍ୟା ।
Read More...

କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା

ନୂଅଦେିଲ୍ଲୀ; ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ
Read More...

ଦିନକରେ ୩ କୋଟି ୭୦ ଲକ୍ଷ ସଂକ୍ରମିତ ଚିହ୍ନଟ

ଚୀନ; ଚୀନରେ ପୁଣିଥରେ ଘାତକ ହେଲାଣି କରୋନା ମହାମାରୀ । ଚଳିତଥର ପୂର୍ବର ସବୁ ରେକର୍ଡ ଭାଙ୍ଗିପାରେ କୋଭିଡ୍ । ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟିର ଆକଳନ ଅନୁଯାୟୀ ଏହି ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ
Read More...

କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ବର; ଗତ କିଛି ଦିନ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ଭୟବହତା ନଜରରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି ।
Read More...