Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ
Browsing Category
ସ୍ୱାସ୍ଥ୍ୟ
ଖସୁଛି ଦୈନିକ ସଂକ୍ରମଣ, ଆଣୁଛି ଆଶ୍ୱସ୍ତି
ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମଣ । ଯାହା ଆଶ୍ୱସ୍ତିକର ଖବର । ଶୀର୍ଷ ଛୁଇଁ ରାଜ୍ୟରେ ସଂକ୍ରମଣ ଖସୁଥିବା ଅନୁମାନ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ବଢିଛି ।
!-->!-->!-->…
Read More...
Read More...
ଉହାନ: କରୋନାର ତୃତୀୟ ଲହରକୁ ନେଇ ପୂରା ବିଶ୍ବରେ ଆତଙ୍କ ଟଳିନାହିଁ। ଏହାର ନୂଆ ପ୍ରଜାତି ଓମିକ୍ରନ୍ ଏବଂ ଡେଲଟା ପ୍ରଭାବରେ ଅନେକ ଆଜି ବି ଆକ୍ରାନ୍ତ ହେଉଛନ୍ତି। ଏମିତି ସମୟରେ ପୁଣି ଗୋଟିଏ ଆତଙ୍କ ସୃଷ୍ଟି କରିବା ଭଳି ଖବର ସାମ୍ନାକୁ ଆସିଛି। ୨୦୧୯ରେ ଯେଉଁଠାରେ ଦିନେ କରୋନା ଭୂତାଣୁ!-->…
Read More...
Read More...
ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି
କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ ।!-->…
Read More...
Read More...
ତଳମୁହାଁ ହେଉଛି କରୋନା
ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ରାଜ୍ୟରେ କରୋନା ପିକ୍ ଛୁଇଁସାରିଥିବା ଅନୁମାନ କରାଯାଉଛି । ଗତକାଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଥିଲେ , ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିବାରୁ ଶୀର୍ଷ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ନେଇ ବୈଠକ
ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରଶାସନ କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଗ ଧାଡିର କର୍ମକର୍ତ୍ତା ଓ ବୟସ୍କ ମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଭୟଭୀତ ନ ହେଇ କୋଭିଡ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ଜନସାଧାରମଙ୍କୁ!-->!-->!-->!-->!-->…
Read More...
Read More...
କରୋନା: ରାଜ୍ୟରେ କମିଲା, ଦେଶରେ ବଢିଲା
ରାଜ୍ୟରେ ଆଜି କମିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କରୋନା ମିଟର ତଳକୁ ଖସିଛି । ଆଜି ପୁଣି ଥରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୫ ହଜାରକୁ ଖସିଛି । ସେପଟେ ଦେଶରେ ସାମାନ୍ୟ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ୯୦୧ କରୋନା ସଂକ୍ରମିତ!-->…
Read More...
Read More...
ଦେଶ ଓ ରାଜ୍ୟରେ ପୁଣି ବଢିଲା ସଂକ୍ରମଣ
ଆଜି ଦେଶ ଓ ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ୫ ହଜାରକୁ ସଂକ୍ରମଣ ଖସିଯାଇଥିବା ବେଳେ ଆଜି ପୁଣି ୭ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିଛି ରାଜ୍ୟରେ । ଦେଶରେ ବି ମଙ୍ଗଳବାର ଅପେକ୍ଷା ବୁଧବାର!-->…
Read More...
Read More...
କରୋନା ସଂକ୍ରମଣରେ ବଡ଼ ହ୍ରାସ..ଆଣିଲା ଆଶ୍ୱସ୍ତି
ଭୁବନେଶ୍ବର; ରାଜ୍ୟରେ ଓ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି । ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ଯାହା ରାଜ୍ୟ ପାଇଁ ଭଲ ଖବର । ସେହିପରି ଦେଶରେ ଗତ କିଛି ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମିତଙ୍କ!-->…
Read More...
Read More...
ଓମିକ୍ରନ କରୋନା ମହାମାରୀର ଅନ୍ତ ନୁହେଁ, ’ହୁ’ ଦେଲା ଚେତାବନୀ
ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ । ଓମିକ୍ରନ ଭ୍ୟାରିଆଣ୍ଟର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ଏବେ ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଭିତରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚେତାବନୀ ଦେଇଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ ମହାମାରୀର ଅନ୍ତ ନୁହେଁ । ହୁ କହିଛି, କରୋନା!-->…
Read More...
Read More...
ପିକ୍ ଛୁଇଁ ଖସୁଛି କି ସଂକ୍ରମଣ!
ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ରାଜ୍ୟ ଓ ଦେଶରେ ଦୈନିକ ସଂକ୍ରମଣ ଖସିବାରେ ଲାଗିଛି । ଯାହା ସାମନ୍ୟ ଆଶ୍ୱସ୍ତି ଆଣିଛି । ତେବେ ସଂକ୍ରମଣ ତଳକୁ ଖସୁଥିବାରୁ ଶୀର୍ଷ ଛୁଇଁ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ୭ ହଜାରକୁ ଖସିଛି ସଂକ୍ରମିତ ସଂଖ୍ୟା । ସେହିପରି!-->…
Read More...
Read More...