ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
Browsing Category

ସ୍ୱାସ୍ଥ୍ୟ

ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ

ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ ଅଗଷ୍ଟ ୧୫ରେ ପ୍ଲାଜ୍‌ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ
Read More...

କୋଭିଡ୍ କେନ୍ଦ୍ରରେ ଅଗ୍ନିକାଣ୍ଡ, ୧୧ ମୃତ

ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା ବିଜୟୱାଡା: ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ୍ ସଂକ୍ରମିତ ରହୁଥିବା ଏକ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢିପାରେ। ରବିବାର ପୂର୍ବାହ୍ନରେ
Read More...

ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା

ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ
Read More...

ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ
Read More...

ବିପଦ ଟାଣିଆଣୁଛି କରୋନା

ଭୁବନେଶ୍ବର: କୋଭିଡ ଚିକିତ୍ସା କରୁଥିବା ବେଳେ ଜଣେ ଆୟୁଷ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିିଛି। ଡାକ୍ତର ପ୍ରଦୀପ ତ୍ରିପାଠୀ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି।
Read More...

ଅତି ଭୀଷଣ ହେଉଛି କରୋନା

ବିଧାୟକ ସଂକ୍ରମିତ, ବିଧାନସଭା କମିଟି ବୈଠକ ବାତିଲ୍ଅତି ଜରୁରୀ ନ ଥିଲେ କଟକର ୪ ମେଡ଼ିକାଲକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦେଶକଦେଶର ପରିସ୍ଥିତି ବି ଗୁରୁତର, ୨୪ ଘଣ୍ଟାରେ ୪୨୫ ଜଣଙ୍କର ମୃତ୍ୟୁ ଭୁବନେଶ୍ବର: ଯାହା ପୂର୍ବରୁ ଆକଳନ କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେବା ଆରମ୍ଭ
Read More...

କରୋନାର ବିପଜ୍ଜନକ ଦିଗ ସାମ୍ନାକୁ ଆସିଲା

ଆଦୌ ରୋଗ ନଥାଇ କରୋନା ମୃତ୍ୟୁ ବଢ଼ୁଛି ଅଧାରୁ ଅଧିକ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଛିଏକ ତୃତୀୟାଂଶ ମୁଖ୍ୟ ରୋଜଗାର ବୟସରେ ପ୍ରାଣ ହରାଇଲେଓଡ଼ିଶାରେ ପୁଣି ୪୯୫ ସଂକ୍ରମିତ, ୫ଜଣଙ୍କର ମୃତ୍ୟୁଗଞ୍ଜାମର ଦୁଇ ଯୁବକଙ୍କର କୌଣସି ରୋଗ ନଥିଲା ଭୁବନେଶ୍ବର: ଯାହା ଆଶଙ୍କା କରାଯାଇଥିଲା, ତାହା
Read More...

୩ ଦିନରେ ହଜାରେଙ୍କୁ ଧରିଲା କରୋନା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲାଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩ ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ ଭୁବନେଶ୍ବର: ଜୁଲାଇ ମାସ
Read More...

ନବୀନ କରିସ୍ମା: ରେକର୍ଡ ମୁହାଁ ଓଡ଼ିଶା

ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟାମହାରାଷ୍ଟ୍ର ସ୍ଥିତି ସଙ୍ଗିନ୍, ମୃତ୍ୟୁ ସଂଖ୍ୟା ୩୪୩୮ ଛୁଇଁଲାଣି ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏବେ ନିଦ ହଜାଇବା ଆରମ୍ଭ କଲାଣି। ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରାଳୟ ଯେଉଁ ତଥ୍ୟ ରଖିଛନ୍ତି, ତାହା ସୂଚାଉଛି ଯେ ୨୪ ଘଣ୍ଟା
Read More...

ଆଇସିଏମଆରରୁ ଆସିଲା ପୁଣି ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ କୋଭିଡ -୧୯ ର ସମ୍ପ୍ରସାରଣ ଜାଣିବା ପାଇଁ ଜନସଂଖ୍ୟା ଉପରେ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ପ୍ରକାଶ କରିଛି ଯେ କଣ୍ଟେଣ୍ଟମେଣ୍ଟ ଜୋନ୍ ଏବଂ ହଟସ୍ପଟ ନିକଟରେ ରହୁଥିବା ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ
Read More...