Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍କୁ ବସ ବନ୍ଦ
Browsing Category
ସ୍ୱାସ୍ଥ୍ୟ
ଦେଶରେ ୨୪ଘଣ୍ଟାରେ ଲକ୍ଷେ ରୋଗୀ ସୁସ୍ଥ
ଓଡ଼ିଶାରେ କରୋନା ସୁସ୍ଥତା ହାର ଦେଢ ଲକ୍ଷ ଟପିଲା
ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ସଫଳତା ସ୍ୱରୂପ ଦେଶରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ (୧,୦୧,୪୬୮) ନୂତନ ରୋଗୀ ସୁସ୍ଥ ହୋଇଛନ୍ତି। ଏକ ସଫଳତାର ନିଦର୍ଶନ!-->!-->!-->…
Read More...
Read More...
ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅଧିକ ପ୍ରଭାବିତ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ରାଜ୍ୟ ବା!-->…
Read More...
Read More...
କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ
ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି।
ଦେଶରେ!-->!-->!-->…
Read More...
Read More...
ଓଡ଼ିଶାରେ କରୋନା ଲକ୍ଷେ ଟପିଲା
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି। ଆଜି ୩୦୧୪ ଜଣଙ୍କ ଠାରେ କରୋନା ଠାବ ପରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୩୪ ଛୁଇଁଛି। ପାଖାପାଖି ୧୭ଲକ୍ଷ ୩୧ ହଜାର ୫୫୬ଟି ନମୁନା ପରୀକ୍ଷଣରୁ ଏତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଲେଖା ହେବା!-->…
Read More...
Read More...
ଅମାନିଆଙ୍କ ଲାଗି କରୋନା ବେକାବୁ!
ଗୋଟିଏ ଦିନରେ ରେକର୍ଡ ୩୩୭୧ କରୋନା ସଂକ୍ରମିତଗୋଟିଏ ଦିନରେ ସର୍ବାଧିକ ୧୩ଜଣଙ୍କର ମୃତ୍ୟୁ ସୂଚନାଅଗଷ୍ଟ ମାସରେ ମୋଟ ସଂକ୍ରମିତ ଲକ୍ଷେ ଟପିପାରନ୍ତି୨୪ ଘଣ୍ଟାରେ ୬୩ହଜାର ୨୦୯ ନମୁନା ପରୀକ୍ଷା ହୋଇଥିଲା
ଭୁବନେଶ୍ବର: ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ନୂଆ ରେକର୍ଡ!-->!-->!-->…
Read More...
Read More...
ପୁଣି ଜଣେ ବିଜେଡି ବିଧାୟକଙ୍କୁ କରୋନା
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା
ଭୁବନେଶ୍ବର: କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଜଣେ ପରେ ଜଣେ ରାଜନୈତିକ ନେତା ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଗତକାଲି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଓଏ୍ବସ୍ଆଇସି ଅଧ୍ୟକ୍ଷ!-->!-->!-->…
Read More...
Read More...
ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ
ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ ଅଗଷ୍ଟ ୧୫ରେ ପ୍ଲାଜ୍ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ!-->…
Read More...
Read More...
କୋଭିଡ୍ କେନ୍ଦ୍ରରେ ଅଗ୍ନିକାଣ୍ଡ, ୧୧ ମୃତ
ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା
ବିଜୟୱାଡା: ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ୍ ସଂକ୍ରମିତ ରହୁଥିବା ଏକ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢିପାରେ। ରବିବାର ପୂର୍ବାହ୍ନରେ!-->!-->!-->…
Read More...
Read More...
ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା
ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା
ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ!-->!-->!-->!-->!-->…
Read More...
Read More...
ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍ମା ଥେରାପି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ!-->!-->!-->…
Read More...
Read More...