ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଇଥିବା ବେଳେ ମାର୍ଚ୍ଚ ୫ରେ ସରିବ। ମାର୍ଚ୍ଚ 6ରେ ନାମାଙ୍କନ ଯାଞ୍ଚ ହୋଇ ମର୍ଚ୍ଚ ୧୬ରୁ ସକାଳ ୯ ଟାରୁ ଅପରାହ୍ନ ୫ ଯାଏଁ ଭୋଟିଂ ହେବ। ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ
Read More...

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ୍

ବାଲେଶ୍ବର: ବିଜେପିରେ ମିଶିବେ ଅନନ୍ତ ଦାସଙ୍କ ପୁଅ। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୂରା ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି। ସ୍ବର୍ଗତ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ
Read More...

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

ନ୍ୟୁଜ୍ ବ୍ୟୁରୋ: ବାଜିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ। ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୧୬ତାରିଖରେ ନିର୍ବାଚନ ହେବ ବୋଲି ପ୍ରେସନୋଟ୍‌ ଜାରି କରି ଭାରତୀୟ ନିର୍ବାଚନ କମିଶନ ସୂଚନା
Read More...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ନ୍ୟୁଜ୍ ବ୍ୟୁରୋ: କଂଗ୍ରେସ ଦଳକୁ ବିଦାୟ ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ସେ ଆଜି ରାଜ୍ୟ କଂଗ୍ରେସ ସଭାପତିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦଳରୁ ପଦତ୍ୟାଗ କରିଛନ୍ତି। ଦଳକୁ ପର୍ଯ୍ୟାପ୍ତ ସମୟ ଦେଇପାରୁ ନଥିବାରୁ ସେ ଏହି ସିଦ୍ଧାନ୍ତ ନେଇଥିବା କହିଛନ୍ତି। ଏହା ପୂର୍ବରୁ ସେ
Read More...

କେମିକାଲ କାରଖାନାରେ ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ। ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ରଖିଛି। କେଉଁ କାରଣରୁ ନିଆଁ ଲାଗିଛି ତଦନ୍ତ କରୁଛି ପୋଲିସ।ସୂଚନା ଅନୁଯାୟୀ, ସୋମବାର
Read More...

ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଭାରତୀୟ ନିର୍ବାଚନ କମିଶନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ। ସୂଚନା ରହିଛି ଯେ ଏହି ଏହି
Read More...

ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ବାଂଲାଦେଶର ସାଧାରଣ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସୂଚନା ମିଳିଛି। ଦଳର ଅଧ୍ୟକ୍ଷ ତାରିକ ରହମାନଙ୍କ ନେତୃତ୍ୱରେ ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୧ରୁ ଅଧିକ ଆସନରେ ଦଳ ଅଗ୍ରସର ରହିଥିବା ଖବର ପ୍ରଚାରିତ ହୋଇଛି। ତଥାପି
Read More...

ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାର ପାଇଁ ଶୀଘ୍ର ଗଠନ ହେବ ଉଚ୍ଚସ୍ତରୀୟ କମିଟି

ନ୍ୟୁଜ୍ ବ୍ୟୁରୋ: ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ସରକାର ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଏହି କମିଟି ବ୍ୟାଙ୍କିଂ କ୍ଷେତ୍ରର ସମୀକ୍ଷା କରିବା ସହ ବୃହତ୍ ଓ ପ୍ରତିଯୋଗିତାମୂଳକ ବ୍ୟାଙ୍କ ଗଠନ ପାଇଁ ସରକାରଙ୍କୁ ଆବଶ୍ୟକ ସୁପାରିସ
Read More...

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ

ନୂଆ ଦିଲ୍ଲୀ: ଲୋକସଭାରେ ଲଗାତାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ଥବିର ହୋଇପଡ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ କରି ଭାରି ପ୍ରତିବାଦ କରୁଛନ୍ତି। ଏହି ପରିସ୍ଥିତିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣାଯାଇପାରେ ବୋଲି ସୂଚନା ମିଳିଛି। ସମ୍ବାଦ
Read More...

ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ

ନ୍ୟୁଜ୍ ବ୍ୟୁରୋ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ କାଗଜ ଫିଙ୍ଗି ଗୃହର ଅବମାନନା ମାମଲାରେ କଂଗ୍ରେସର ସାତ ଜଣ ସଦସ୍ୟ ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ)ର ଜଣେ ସାଂସଦଙ୍କୁ ଚଳିତ ବଜେଟ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ
Read More...