ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
Browsing Category

ସାମାଜିକ

ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁକ୍ରବାର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର କ୍ରମାଗତ ସବୁ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା
Read More...

ଗାଡ଼ିର ଇନ୍‌ସୁରାନ୍ସ ନଥିଲେ ଅଟୋମେଟିକ୍‌ କଟିଯିବ ଚାଲାଣ

ଭୁବନେଶ୍ବର: ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ମୋଟର ଯାନ ଆଇନ। ଏଣିକି ଗାଡି ଚାଳକ ସାବଧାନ। ଗାଡି ବୀମା ବା ଇନସୁରାନ୍ସ ନଥିଲେ କଟିବ ଚାଲାଣ। ରାଜପଥରେ ଲାଗିଥିବା କ୍ୟାମେରା ଜରିଆରେ ସ୍ବୟଂଚାଳିତ ଭାବେ ବା ଅଟୋମେଟିକ୍‌ ଚାଲାଣ କଟିଯିବ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ
Read More...

ମାଟିରେ ମିଶିଲା ବିବାଦୀୟ ବୈକୁଣ୍ଠ ଆଶ୍ରମ

ଭୁବନେଶ୍ବର: ମାଟିରେ ମିଶିଲା ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ। ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଅଯାଇଛି। ନିର୍ଦ୍ଧାରିତ ସମୟ ୧୨ଟାରେ
Read More...

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସହଦେଵଙ୍କ ପରିବାର

ପରିବାର କୁ ପଚାଶ ହଜାର ଟଙ୍କା ସହାୟତା ଦେଲେ ନବୀନଭୁବନେଶ୍ୱର: ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱର ରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଫ୍ଲାଇ ଓଭରରେ ଭୁବନେଶ୍ୱର ମହାନଗର ନିଗମ ସାନିଟାରି ସୁପରଭାଇଜର ସହଦେଵ ନାୟକ ଙ୍କୁ
Read More...

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା। ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି
Read More...

ଭୁବନେଶ୍ୱରରୁ ନକଲି ସିମେଣ୍ଟ ଠାବ

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ। ଭୁବନେଶ୍ୱରରୁ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନାମୀଦାମୀ କମ୍ପାନୀର ପ୍ୟାକେଟକୁ ବ୍ୟବହାର କରି ଏହି କାରବାର ଚାଲିଛି। ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ଏହା ଚାଲାଣ ହେଉଥିବା ଜଣାପଡିଛି। ଖବର ପାଇବା ପରେ ନକଲି
Read More...

କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୩୧ରେ ନବୀନ ୪ ଜିଲ୍ଲା ଗସ୍ତ କରିବେ। ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ ବିରୋଧୀ ଦଳ ନେତା। ଗତକାଲି ଅର୍ଥାତ୍ ୩୦
Read More...

ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି

ଭୁବନେଶ୍ବର; ‘ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Read More...

ଧାରଣାରେ ନରାଜ ଓମଫେଡ୍ ଠିକା ଡ୍ରାଇଭର

କଟକ: ମିଳୁନି ଓମଫେଡ୍ କ୍ଷୀର। ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ। ଓମ୍‌ଫେଡ୍‌ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା। ନରାଜ ଓମଫେଡ୍‌ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର। ଓମଫେଡ
Read More...

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

ବୈପାରିଗୁଡ଼ା: ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଦିଆଯାଇଛି ଶେଷ ଶ୍ରଦ୍ଧାଞ୍ଜଳି। ଜନସମୁଦ୍ର ପାଲଟିଥିଲା ଗାଁ ଶ୍ମଶାନ। ସମସ୍ତଙ୍କ ହାତରେ ଥିଲା ଜାତୀୟ ପତକା। ସମସ୍ତଙ୍କ ମୁହଁରେ ଶହୀଦ ଯବାନ ଅମର ରହେ, ଈଶ୍ୱର ଭାଇ
Read More...