Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦିଆଯିବ – ମୁଖ୍ୟମନ୍ତ୍ରୀ
ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍ଘାଟିତନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ଆଇସିୟୁ ପାଇଁ ଶିଳାନ୍ୟାସ
ଭୁବନେଶ୍ବର: କୋଭିଡ୍ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର!-->!-->!-->…
Read More...
Read More...
ଜଳଜୀବନ ମିସନରେ ଓଡ଼ିଶାକୁ ଏବର୍ଷ ମିଳିଛି ୮୧୨କୋଟି
ରାଜ୍ୟର ଗ୍ରାମାଂଚଳର ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଁଚାଇବା ଲକ୍ଷ୍ୟ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟସ୍ୱଚ୍ଛତା ପରେ ଜଳ ସୁରକ୍ଷା ଆକାଂକ୍ଷୀ ଭାରତର ହୋଇଛି ନୂଆ ସଂକଳ୍ପପ୍ରଧାନମନ୍ତ୍ରୀଙ୍କ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ!-->…
Read More...
Read More...
ଖୋର୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ପାଇଁ ସ୍ବତନ୍ତ୍ର ରଣନୀତି
କୋଭିଡ୍ ମୁକାବିଲା ସମୀକ୍ଷା କରି ନବୀନ ଦେଲେ ନିର୍ଦେଶ କୋରାପୁଟରେ ଆସନ୍ତା ସପ୍ତାହରେ ପ୍ଲାଜ୍ମା ବ୍ୟାଙ୍କ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ!-->!-->!-->…
Read More...
Read More...
ଏକାମ୍ରକ୍ଷେତ୍ର ଯୋଜନାରେ ମୋହର ମାରିଲେ ନବୀନ
ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ!-->!-->!-->!-->!-->…
Read More...
Read More...
ରାଜ୍ୟକୁ ଆଶା ଦେଖାଇଲେ ନବୀନ
୭୪ତମ ରାଜ୍ୟ ଉତ୍ସବରେ ପତାକା ଉତ୍ତୋଳନ କଲେ ନବୀନଓଡ଼ିଶାର କୃଷି ଅଭିବୃଦ୍ଧି ୭.୧ ପ୍ରତିଶତ ଛୁଇଁଛିପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଓଡ଼ିଶାଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି
ଭୁବନେଶ୍ବର: ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହିତ!-->!-->!-->…
Read More...
Read More...
ଭିନ୍ନ ଜଣେ ଆଇଏଏସ୍ ଅଫିସର…
ଭୁବନେଶ୍ବର: ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀ ଓଡ଼ିଶା ଆସିଲେ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ ତାଙ୍କ ସାରଥୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। ବିମାନବନ୍ଦରରୁ ସଭାସ୍ଥଳ ପର୍ଯ୍ୟନ୍ତ ସବୁଆଡେ ନିଜ ନିଜର ଇନୋଭା ଗାଡିରେ ତାଙ୍କୁ ସଭାସ୍ଥଳକୁ ଆଣିଥାନ୍ତି। ରାଜନୈତିକ ନେତାଙ୍କ!-->…
Read More...
Read More...
କରୋନା ମୁକାବିଲାରେ ଆଗଧାଡିରେ ସୋଆ
ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ!-->…
Read More...
Read More...
ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର: ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା!-->…
Read More...
Read More...
୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ ହେବା!-->…
Read More...
Read More...
ପ୍ରବାସୀ ଓଡ଼ିଆଙ୍କ ଭରସା ଏବେ ଓଡ଼ିଆ ସାଂସଦ
ଭୁବନେଶ୍ବର; କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ସାଂଘାତିକ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ସେମାନେ ଏବେ ବେଶୀ ଦୁର୍ଦ୍ଦିନ ଭିତରେ। ରୋଜଗାର ନାହିଁ,ଚାକିରି!-->!-->!-->…
Read More...
Read More...