ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’
Browsing Category

ସାମାଜିକ

ବିଗିଡିଗଲା; ଏବର୍ଷ ପାଣିପାଗରେ ବଡ଼ ପରିବର୍ତ୍ତନ

ଭୁବନେଶ୍ବର: ଚଳିତବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରରୁ ଜାନୁଆରି ମାସ ଯାଏ ଦକ୍ଷିଣ ଭାରତରେ ଅଧିକ ବର୍ଷିବ।ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ବର୍ଷା ଅଧିକ ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ବିଳମ୍ବରେ ଶୀତ ଆସିଲେ ହେଁ, ଏଥର କିନ୍ତୁ ହାଡ଼ଥରାଇ ଦେବ। ପାଣିପାଗ ବିଜ୍ଞାନୀମାନେ ଏଭଳି
Read More...

କ୍ଷତି, ଝଗଡା, ପିଲାଙ୍କ ଶିକ୍ଷାର ଚିନ୍ତା ଅଛି କି? ଜାଣନ୍ତୁ ଏହାର ନିଦାନ

କଳିଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁରେ କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ ବୋଲି ବିଶ୍ବାସ କରାଯାଏ। ଏହି ସୂର୍ଯ୍ୟ କିରଣ ଏକ ନିୟନ୍ତ୍ରିତ
Read More...

ଫିଲ୍ଟର, ଆକ୍ବାଗାର୍ଡକୁ ନା, ଏବେ ସିଧା ଟ୍ୟାପ୍ ପାଣି

ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମରେ ଏକ ଯୁଗାନ୍ତକାରୀ ପଦକ୍ଷେପଭୁବନେଶ୍ବର ଓ ପୁରୀରେ ସୁଜଳ ଶୁଭାରମ୍ଭ କଲେ ନବୀନମିସନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ୨୦୨୨ ସୁଦ୍ଧା ସବୁ ସହରର ସବୁ ଘରକୁ ପାଇପ ସଂଯୋଗରେ ପାଣି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
Read More...

ଆଉ କେତେ ଘଣ୍ଟା ବର୍ଷା ଛେଚିବ ଜାଣନ୍ତୁ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ୍ କାକିନାଡ଼ା ଠାରୁ ଆଉ ମାତ୍ର ୧୦୦ କିମି ଦୂର ରେ ରହିଛି। ଏହି କ୍ଷେତ୍ର କୁ ବର୍ତ୍ତମାନ ମଛଲିପଟନମ୍ ଡପଲର ରାଡାର ମାଧ୍ୟମରେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିହେଉଛି । ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ
Read More...

ନୂଆରୂପରେ ଝଲସିବ ହଜାରେ ବର୍ଷର ସହର

କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚଏସସିବିକୁ ସଂଯୋଗ କରୁଥିବା ତିନି ଥାକିଆ ରାସ୍ତା ଉଦ୍‌ଘାଟିତତାଳଦଣ୍ଡା କେନାଲ ରାସ୍ତାକୁ ଆହୁରି ସଂପ୍ରସାରିତ କରାଯିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି
Read More...

ସହିଦ କୋଭିଡଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ
Read More...

ଏମ୍‌ଏସ୍‌ପି ବନ୍ଦର ପ୍ରଶ୍ନ ଉଠୁନାହିଁ :ଧର୍ମେନ୍ଦ୍ର

ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ନାହିଁବାହାରେ ମଧ୍ୟ ଚାଷୀ ନିଜ ଉତ୍ପାଦ ବିକିପାରିବଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କାକୁ ବୃଦ୍ଧି ଭୁବନେଶ୍ବର: ଭାରତବର୍ଷରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)
Read More...

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲେଖାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି , ଶାସ୍ତ୍ରୀଜୀଙ୍କୁ ବି ମନେ ପକାଇଲେଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର ପାଇଁ ସଂକଳ୍ପ କରିବାକୁମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲାଏକବିଂଶ
Read More...

ଓଡ଼ିଶାକୁ ପ୍ରଶଂସାରେ ପୋତିଲା ‘ହୁ’

କୋଭିଡ୍ ମୁକାବିଲାରେ ଆଗୁଆ ନିଷ୍ପତ୍ତି ଓ ପଦକ୍ଷେପ ଓଡ଼ିଶାକୁ ସଫଳ କଲାପଞ୍ଚାୟତିରାଜ ପ୍ରତିନିଧିଙ୍କ ଅଂଶଗ୍ରହଣ ଓ ଆଗତୁରା ସଚେତନତାକୁ ବି ଠାରିଲେମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧି, ଅଧିକାରୀଙ୍କୁ ନେଇ ଟିମ୍ ଓ କୋଭିଡ୍ ଡାକ୍ତରଖାନା ସଫଳତା ଆଣିଲା ଭୁବନେଶ୍ବର: କୋଭିଡ୍
Read More...

ତିନି ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

ବଡ଼ ଘୋଷଣା ସହିତ ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀଆଗକୁ ଉପନିର୍ବାଚନ ପରିପ୍ରେକ୍ଷୀରେ ବାଲେଶ୍ବରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ ଭୁବନେଶ୍ବର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି
Read More...