ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମାଂଚଳରେ ୨ହଜାର ପରିବର୍ତ୍ତେ ୩ହଜାର ଟଙ୍କା ଏବଂ ସହରାଂଚଳରେ ୩ହଜାର ପରିବର୍ତ୍ତେ ୪ହଜାର ଟଙ୍କାର ଆର୍ଥିକ ସହାୟତା ହରିଶ୍ଚନ୍ଦ୍ର ଯୋଜନାରେ ମିଳିବ । ଏହାସହିତ ହରିଶ୍ଚନ୍ଦ୍ର ସହାୟତା ଯୋଜନା ନିମନ୍ତେ
Read More...

ସୁଟିଂ ବେଳେ ଆହତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ; ପିଲ୍ମି ସୁଟିଂ ସମୟରେ ଆହତ ହୋଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। ଅଭିନେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ‘କେଡି ଦ ଡେଭିଲ୍ସ’ ପାଇଁ ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି। କୁହାଯାଉଛି ଯେ,
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୁଇଜ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର,୧୨/୦୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍‌, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍
Read More...

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ…

ଭୁବନେଶ୍ୱର,୧୨/୦୪: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତବ ସ୍ୱାସ୍ଥ୍ୟ ଶିବିରଆୟୋଜିତ ହୋଇଯାଇଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ
Read More...

ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଭରିବେ ଦିପାଳୀ

ଝାରସୁଗୁଡା: ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ସେପଟେ ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଭରିବେ। ଝାରସୁଗୁଡା
Read More...

ଅସହ୍ୟ ତାତିରେ ଓଡିଶାବାସୀ କଲବଲ

ଭୁ‌ବନେଶ୍ବର: ଆକାଶରୁ ଖସୁଛି ନିଆଁ। ସବୁଆଡେ ପ୍ରବଳ ଖରା ଅନୁଭୁତ ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ତାପମାତ୍ରା ଝାରସୁଗୁଡ଼ାବାସୀଙ୍କୁ ଅଧିକ ଅସ୍ତବ୍ୟସ୍ତ କରିଛି। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ ମିନିଟରେ ତାପମାତ୍ରା ୪୨.୪ ଡ଼ିଗ୍ରି ରେକର୍ଡ
Read More...

ଜି୨୦ ଭାରତ -“ ଭବିଷ୍ୟତ କାର୍ଯ୍ୟଧାରା”କୁ ନେଇ ସୋଆ ପକ୍ଷରୁ ୱେବିନାର ଆୟୋଜିତ

ଭୁବନେଶ୍ୱର,୧୧/୦୪: ବର୍ତମାନ ଟେକ୍ନୋଲୋଜି ଯୋଗୁଁ କାର୍ଯ୍ୟଧାରାରେ ଅନେକ ପରିବର୍ତନ ଆସିଛି । ଲୋକମାନେ ବିଶ୍ୱର ଗୋଟିଏ କୋଣରେ ବସି ଅନ୍ୟ ଏକ କୋଣର ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିପାରୁଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।
Read More...

କୋଭିଡ ଟିକା ପାଇଁ କେନ୍ଦ୍ରକୁ ଛିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ସଂକ୍ରମଣ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି । ଟିକା ସରିଯାଇଥିବାରୁ ଫେବ୍ରୁଆରୀ ୧୦ ପରଠୁ ଟିକାକରଣ ବନ୍ଦ ଅଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜରୁରୀ ହୋଇପଡ଼ିଛି। ୪୧% ପ୍ରିକସନ ଡୋଜ୍‌ ନେଇଛନ୍ତି,
Read More...

ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ

ଭୁବନେଶ୍ବର; ଆସନ୍ତାକାଲିଠୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ।
Read More...

ଚଳିତ ବର୍ଷ ମୌସୁମୀ ଋତୁ ରେ ସ୍ଵାଭାବିକ ବର୍ଷା

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ରହିବ ବୋଲି ଆଇ ଏମ୍ ଡି (ଭାରତୀୟ ପାଣିପାଗ ବିଭାଗ) ଆକଳନ କରିଛି। ପ୍ରେସମିଟ କରି ଏହି ଆଶ୍ୱସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍ ରୁ ସେପ୍ଟେମ୍ବର ମାସ
Read More...